ଦନ୍ତା ଆକ୍ରମଣରେ ମହିଳା ମୃତ
ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର ପ୍ରଧାନଙ୍କ ସ୍ତ୍ରୀ…
ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର ପ୍ରଧାନଙ୍କ ସ୍ତ୍ରୀ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ…
ଭୁବନେଶ୍ବର: ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି ଟଙ୍କା…
ଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି…
ଯାଜପୁର ରୋଡ଼: ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ୬ ଟ୍ରାକ୍ଟର ସହ ଜେସିବି ମେସିନ ଜବତ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ…
ପୋଲସରା: ସମ୍ପର୍କୀୟ ଭାଇ ସାଜିଲା ହତ୍ୟାକାରୀ । ଅପହରଣ ପରେ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଜଦୀପ ସାହୁ । ଗତ ଗୁରୁବାରଠୁ…
ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା। ଛାତ୍ର ମାନେ ପଶ୍ଚିମବଙ୍ଗରୁ…
ଯାଜପୁର ରୋଡ: ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇଦେଲେ ପ୍ରଧାନ ଶିକ୍ଷକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ବିଭିନ୍ନ ଅଭିଯୋଗ…
ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ…
ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ…