State

ଅକ୍ଟୋବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ହିତାଧିକାରୀମାନଙ୍କୁ ଗତ ପାଞ୍ଚ ମାସ ଧରି ‘ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା’ ଅଧୀନରେ ଭତ୍ତା ମିଳିନାହିଁ। ସେମାନେ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ପାଇବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ…

ଓଏଏସ ଅଧିକାରୀ ଓ ଜେଲ୍ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ, କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ନିଲମ୍ୱିତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ…

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ, ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କଟକ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା…

ଭୁବନେଶ୍ୱରର ଡିସିପି ଭାବେ ଯୋଗ ଦେଲେ ଡ. ସର୍ବଣା ବିବେକ୍ ଏମ୍

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍ । ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର ଆଇପିଏସ ଡ. ସର୍ବଣା ବିବେକ ଏମ୍…

ଘରେ ପଶିଲା ବାଘ ଛୁଆ, ଉଦ୍ଧାର କଲା ବନବିଭାଗ

ମୟୂରଭଞ୍ଜ: ଘରେ ପଶିଥିବା ବାଘକୁ ଉଦ୍ଧାର କଲା ବନବିଭାଗ । ଉଦ୍ଧାର ବାଘର ବୟସ ୭-୮ ମାସ ହେବ ବୋଲି ସୂଚନା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ ଛୁଆ ।…

SIR ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର…

ଗଭୀର ଅବପାତ ପରେ ଅଶାନ୍ତ ଚିଲିକା, ଡଙ୍ଗା ଓ ମାଛଧରା ଜାଲ କ୍ଷତିଗ୍ରସ୍ତ, ଚିନ୍ତାରେ ମତ୍ସ୍ୟଜୀବୀ

ବ୍ରହ୍ମଗିରି: ଗଭୀର ଅବପାତ ପରେ ଅଶାନ୍ତ ହେଉଛି ଚିଲିକା । ୨୪ ଘଣ୍ଟା ହେଲାଣି ଚିଲିକା ଓ ଉପକୂଳ ଅଂଚଳରେ ପବନର ଗତି ବଢ଼ିବାରେ ଲାଗିଛି । ଚିଲିକା କୂଳରେ ଥିବା ମତ୍ସ୍ୟଜୀବୀଙ୍କ ବହୁତ ସଂଖ୍ୟାରେ ଡ଼ଙ୍ଗା ଜାଲ କ୍ଷୟ କ୍ଷତି…

ବର୍ଷା ବଢ଼ାଇଲା ଚିନ୍ତା: ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ…

ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ପୂଜା ପୂର୍ବରୁ ପ୍ରସ୍ତୁତ କମିଶନରେଟ ପୋଲିସ । ପୋଲିସ ସେବା ଭବନରେ ବସିଲା ବଡ଼ ବୈଠକ । ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ…

ଦୁଇ ବାଇକ୍ ମୁହାମୁହିଁ ଧକ୍କା: ୨ ମୃତ

ଯାଜପୁର ରୋଡ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣକ ଜୀବନ । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ସୁକିନ୍ଦା ଥାନା ଖରଡ଼ି ଛକ ନିକଟରେ । ସୁକିନ୍ଦା ପୋଲିସ ମୃତଦେହ ଜବତ…