State

ଖୁଣ୍ଟୁଣୀ ଆଦର୍ଶ ଜେଲରୁ ଜେଲରୁ କଏଦୀ ଫେରାର

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣୀ ଆଦର୍ଶ ଜେଲରୁ କଏଦୀ ଫେରାର । କଏଦୀ ଜଣକ ହେଲେ ଯାଜପୁର ଅଞ୍ଚଳର ସୁନିଲ ଜେନା । ସନ୍ଧ୍ୟା ସମୟରେ ରୋଲକଲ୍ ବେଳେ ସୁନିଲ ଫେରାର ହୋଇଯାଇଥିବା ନେଇ ଜଣାପଡ଼ିଛି। ସୂଚନା ଅନୁସାରେ, ସୁନିଲ ଧର୍ମଶାଳା ଅଞ୍ଚଳରେ…

ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ, ଯୋଗାଯୋଗ ବିଚ୍ଛିନ୍ନ

ବଂଶପାଳ : କେନ୍ଦୁଝର‌‌‌ ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବାତ୍ୟା ଜନିତ ଲଗାଣ ବର୍ଷା ଜାରି ରହିଛି । ୨ ଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳେ ଉପର ମୁଣ୍ଡରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ୪…

ବର୍ଷା ପ୍ରଭାବିତ ୬ ଜିଲ୍ଲାର ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଭୁବନେଶ୍ୱର : ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର…

୨୭ଟି ପ୍ରକଳ୍ପକୁ ମୋହର: ରାଜ୍ୟରେ ସ୍ଥାପନ ହେବ ୪ଟି ଡାଟା ସେଣ୍ଟର: ଖୋର୍ଦ୍ଧାରେ ୧୦୦୦ ଶଯ୍ୟାର ଆଦାନୀ ହସ୍ପିଟାଲ

ଭୁବନେଶ୍ବର: ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧା, ପୁରୀ ଓ କଟକରେ ହେବାକୁ ଥିବା ଏହି ଡାଟା ସେଣ୍ଟରଗୁଡ଼ିକରେ ମୋଟ୍‌ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୧୫ଟି ଜିଲ୍ଲାରେ ସ୍ଥାପନ ହେବାକୁ…

କୋରାପୁଟରେ ଅବିଶ୍ରାନ୍ତ ବର୍ଷା: ଦୁଇ ପ୍ରମୁଖ ରେଳପଥରେ ଭୂସ୍ଖଳନ, ଟ୍ରାକ୍ ଉପରେ ଜମିଛି ପାଣି ଓ କାଦୁଅ

କୋରାପୁଟ: କୋରାପୁଟ ଅଞ୍ଚଳର ଦୁଇଟି ପ୍ରମୁଖ ରେଳପଥ, କୋରାପୁଟ-ରାୟଗଡ଼ା (କଜ) ଏବଂ କୋରାପୁଟ-କିରଣ୍ଡୁଲ୍ (କକ) ରେଳ ଲାଇନ୍‌ରେ ବଡ଼ ଭୂ ସ୍କଳନ ହୋଇଛି । କୋରାପୁଟ-ରାୟଗଡ଼ା (କଜ) ରେଳପଥରେ ଲକ୍ଷ୍ମୀପୁର ରୋଡ଼ ଅଞ୍ଚଳରେ ଟ୍ରାକ୍ ଉପରେ ପାଣି ଓ କାଦୁଅ ଜମିଥିବା…

ସମ୍ବଲପୁରରେ ନକଲି ସିମ୍‌ କାରବାର; ୩ ଗିରଫ

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯)…

ବାଘଲଟି ଜଳଭଣ୍ଡାରର ୨ ଗେଟ୍ ଖୋଲିଲା: ବାହୁଦାରେ ବନ୍ୟା ଆଶଙ୍କା, ନଜର ରଖିଛନ୍ତି ବିଭାଗୀୟ ଅଧିକାରୀ

ପାତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବାହୁଦା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାହୁଦାର ଉପରମୁଣ୍ଡରେ ଥିବା ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ଦ୍ରୁତ ବଢ଼ିବାରୁ ବୁଧବାର ସନ୍ଧ୍ୟାରେ ପ୍ରଥମଥର ପାଇଁ…

ଭୂସ୍ଖଳନ: କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍

ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ…

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ ‘ତାୱା’ରେ ପିଟି ପିଟି ହତ୍ୟା କରିଥିବା…

ମଙ୍ଗଳବାରକୁ ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ…