ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ
ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା…
ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା…
ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା । ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବଢୁଛି ନଦୀ ଜଳସ୍ତର ।…
ଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଜଟଣୀ-ପିପିଲି ମୁଖ୍ୟ…
ସାକ୍ଷୀଗୋପାଳ: ନଦୀବନ୍ଧରୁ ଉଦ୍ଧାର ହେଲା ଅଜଣା ଯୁବତୀଙ୍କ ଗଳିତ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ। ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ଅଞ୍ଚଳରେ । ମୃତ ଯୁବତୀଙ୍କ ବୟସ ପ୍ରାୟ ୨୨ରୁ ୨୫…
ଭୁବନେଶ୍ୱର: ଓଡ଼ିଶାରେ ଚଳିତ ବର୍ଷ ଧାନ ଚାଷ କ୍ଷେତ୍ରରେ ଉତ୍ସାହଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟର ୭ଟି ଜିଲ୍ଲାରେ ଧାନ ଚାଷ ପରିମାଣ ବୃଦ୍ଧି ପାଇଛି। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ଚାଷୀମାନେ…
ଜି.ଉଦୟଗିରି : କଳିଙ୍ଗା ଘାଟି ବନ୍ଦ । କନ୍ଧମାଳ ଜିଲ୍ଲା ସ୍ଥିତ କଳିଙ୍ଗା ଘାଟି ବୁଧବାର ଓ ଗୁରୁବାର ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ପ୍ରଶାସନର ଏହି ନିଷ୍ପତ୍ତି । ଖବର ଅନୁଯାୟୀ, ଲଘୁଚାପ ଲାଗି ରାଜ୍ୟରେ…
କଟକ: କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରାଯାଇଥିବା ପ୍ରାୟ ୭୩ କୁଇଣ୍ଟାଲ…
କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଗୌରାଙ୍ଗ ସେଠୀଙ୍କୁ କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟ ୨୫ ବର୍ଷର କଠୋର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ…
ପାତ୍ରପୁର,: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାତ୍ରପୁର ବ୍ଲକର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବରେ ଜନଜୀବନ ଚିନ୍ତାଜନକ ହୋଇପଡ଼ିଛି। ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ବୁଧବାର ସକାଳ…
ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ବର୍ଷା ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ଧନଜୀବନ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି।…