ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ହିଂସାକୁ ନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ l ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଝାରସୁଗୁଡା ନୀତିମାଳ ଗାଁ ପାଇକାରା ଗ୍ରାମପଞ୍ଚାୟତରେ ବିଧାୟିକା କୁସୁମ ଟେଟେଙ୍କୁ ଆକ୍ରମଣ କରାଯାଇଛି,…

ମୁଗ ଭାଗବଣ୍ଟାକୁ ନେଇ ପୁଅ-ବୋହୂଙ୍କୁ ହାଣି ଦେଲେ

ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା। ଆହତ…

ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ

ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅମରଜିତ ସାହୁ ଓ ମନୋଜ ସାମସୀ। ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ(୩୦) ଓ ମନୋଜ ସାମସୀ(୩୫) ପଡ଼ୋଶୀ…

ରାଜଧାନୀରୁ କଫସିରଫ ଜବତ ଘଟଣା: ଏମଏସ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।…

ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ…

ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି । ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିବା ସମ୍ଭାବନା ରହିଛି । ନିର୍ବାଚନୀ ସଭାକୁ ସମ୍ବୋଧିତ କରିପାରନ୍ତି । ତେବେ…

ଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବଣାଇ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୂର ଗ୍ରାମରେ ଗତକାଲି ସଂଧ୍ୟାରେ ଗ୍ରାମର ଏକ ଦଶାହ କର୍ମ ରେ ଭୋଜି ଖାଇ ୩୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ଅଛନ୍ତି । ସମସ୍ତଙ୍କର ଝାଡ଼ା ବାନ୍ତି ଲାଗି…

ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌

କଟକ :  ଖୋଲୁଛି ଭଣ୍ଡ ତାନ୍ତ୍ରିକର ଠକେଇ ପେଡ଼ି । ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌ । ତାକୁ ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏପଟେ ଠକ ତାନ୍ତ୍ରିକର…

ମାଲକାନଗିରିରେ ଓଲଟିଲା ଟ୍ରାକ୍ଟର, ୩ ଜଣଙ୍କର ମୃତ୍ୟୁ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ…

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ): ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଏହା ସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକଙ୍କ…