State

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା । ଘର ଠାରୁ ୩୦୦ ମିଟର…

ଇନ୍ଦ୍ରାବତୀ ନଦୀରେ ବୁଡି ଠିକା ସଂସ୍ଥା କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ

ନବରଂଗପୁର : କାଳ ହେଲା ନଦୀରେ ଗାଧୁଆ । ଇନ୍ଦ୍ରାବତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ସିନିୟର ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍‌…

ବିବାହ ଭୋଜି ଖାଇ ଫେରିବାବେଳେ ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

ବାଲେଶ୍ୱର : ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ। ବିବାହ ଭୋଜି ଖାଇ ଫେରିବାବେଳେ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ୍‌ କାଟ୍‌ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ଜଣେ କର୍ମଚାରୀ…

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଧର୍ମଗଡ଼: ଡୋକରୀଚଞ୍ଚରା ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଜଳ ପ୍ରପାତରେ ସେଲଫି ନେଉଥିବାବେଳେ ଖସିପଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଡୋକରୀଚଞ୍ଚରାର ୪ ଯୁବକ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଜଣେ ଯୁବକ ସେଲଫି ନେଉଥିବା ବେଳେ ପାଣିକୁ ଖସିପଡ଼ି…

ୟୁଟୁବ୍ ଭିଡ଼ିଓକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟୁବର ସମେତ ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟିଂ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା। ଏକ ପୋଷ୍ଟିଂ ଭିଡ଼ିଓରେ ଜଣେ ଫଲୋଅରଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଅଭିଯୋଗ ହେବା…

ଗଞ୍ଜେଇ କାରବାରରୁ ବାପ, ପୁଅ କୋଟିପତି

ନିଶା କାରବାରରୁ କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ମାଫିଆ ବାପ, ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୁଲିସ। ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ…

ସରକାରୀ କର୍ମଚାରୀଙ୍କ ବଦଳି ନେଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ…

ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ୪ଦିନ ପରେ ସ୍ୱାମୀ ଗିରଫ

ନୂଆପଡା : ପରକିୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା। ଜଙ୍ଗଲ ମଧ୍ୟରେ ପିଟିପିଟି ହତ୍ୟା ପରେ ଫେରାର ସ୍ୱାମୀ ଫେରାର। ୪ଦିନ ପରେ ମୃତଦେହ ଉଦ୍ଧାର ସହ ଗିରଫ ହେଲା ସ୍ୱାମୀ। ନୂଆପଡା ଜିଲା କୋମନା ଥାନା ଅଞ୍ଚଳରେ ଘଟିଛି ଏଭଳି…

ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ବୈପାରିଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକଙ୍କ ନାମ ମନଭତ ଭତରା ଓ ଯୁବତୀଙ୍କ ନାମ ପୁନେଇଁ ଭତରା ବୋଲି ଜଣା ପଡିଛି। ଉଭୟ ବୋକଦା ପଞ୍ଚାୟତର ତାରାଗାଁ ଗୋଟିଗୁଡ଼ା ଗ୍ରାମର। ଗତ କାଲି…

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁର: ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ…