State

ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା, ବଦଳିଲା ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ‌ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି…

ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ବର: ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ।ସହର ପରେ ଏବେ ଗାଁରେ ପହଞ୍ଚିବ ମୋ ବସ୍‌ । ପ୍ରତି ପଞ୍ଚାୟତକୁ ଗଡ଼ିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ…

ସୁଶାନ୍ତ ସିଂଙ୍କୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ ।…

ଚେକ୍ ଗେଟ୍‌ରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଆଠଗଡ: ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଲେ । ମହିଳା, ପୁରୁଷ ଓ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତମାନେ । କଟକ ମୁଣ୍ଡଳୀ ଚେକ୍‌ ଗେଟ ନିକଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଏଭଳି ଭାବେ ମାଡ଼ ମାରିଥିଲେ । ଗତକାଲି ଚେକ୍‌…

ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା

ସୋର: ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭଙ୍ଗାହେଲା ବଡ଼ଆଖଡ଼ା ମଠ ଘର

ପୁରୀ: ବହୁଦିନର ନିରବତା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଆଜି ବଡ଼ଦାଣ୍ଡକୁ ଲାଗି ଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଉଚ୍ଛେଦ କରାଯାଇଛି। ଆଜି ଜେସିବି ଲଗାଇ ଉତ୍ତର-ପୂର୍ବ ଦ୍ବାର…

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍‌ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ…

ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ

କେନ୍ଦୁଝର: ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ସୁଶାନ୍ତ କୁମାର…

କମ୍ବିଂ ଅପେରସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ

ବାଲିଗୁଡା : ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । SOG ଓ DVF ପକ୍ଷରୁ ସିନ୍ଧିପଙ୍ଖାଲ ଜଙ୍ଗଲରେ କମ୍ବିଂ ଅପେରସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି…

ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଆଳି: ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ…