State

ପଡ଼ୋଶୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର : ପଡ଼ୋଶୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା। ଭୁବନେଶ୍ୱର ୟୁନିଟ-୧ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକଙ୍କ ନାଁ ସୁଶାନ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ସୁଶାନ୍ତଙ୍କ ମୃତଦେହ। ଗତକାଲି ରାତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ…

ମେଲୋଡି ଦେଖି ଫେରୁଥିବାବେଳେ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା। ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର…

ଗାଇସିଲେଟ ଥାନା ଆଇଆଇସି ଗିରଫ

ବରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ…

ଲାଞ୍ଚ ଏବଂ ଅପହରଣ ମାମଲା, ମହିଳା ଏସ୍. ଆଇ ନିଲମ୍ବିତ

ମୋହନା: ଗଞ୍ଜେଇ ମାମଲାରେ ଜବତ ଏକ ଅଟୋ କୁ ଛାଡିବା ପାଇଁ ଲାଞ୍ଚନେବା ଏବଂ ପରେ ଦୋଷମୁକ୍ତ ହେବାପାଇଁ ଅଭିଯୋଗ କାରିଙ୍କୁ ଅପହରଣ କରିବା ଘଟଣାରେ ଗଜପତି ଜ଼ିଲ୍ଲା ମୋହନା ଥାନାର ପୂର୍ବତନ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ ନିଲମ୍ବନ…

ସିଭିଲ୍‌ ସର୍ଭିସ ପରୀକ୍ଷାରେ ଓଡ଼ିଶାର କୃତିତ୍ୱ, ଭିନ୍ନ ଭିନ୍ନ ର‍୍ୟାଙ୍କ୍‌ ରେ ୧୮ ଜଣ

ସଦ୍ୟ ପ୍ରକାଶ ପାଇଥିବା ସିଭଲ ସର୍ଭିସ ପରୀକ୍ଷା-୨୦୨୨ ରେ ଦେଶରେ ମୋଟ ୯୩୩ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ସେଥିମଧ୍ୟରୁ ଓଡିଶାରୁ ୧୮ ଜଣ ପରୀକ୍ଷାରେ ସଫଳ ହୋଇଥିବା ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପକ୍ଷରୁ ଜଣାପଡିଛି । ୟୁପିଏସସିପ…

ବରଗଡ଼ ଝିକିଝିକି ଗାଁରେ ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର

ଜମି ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବାପା ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ…

ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ

ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ ତେଜୁଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦ୍ରୀଜା ମଞ୍ଜରୀ ସିଂଦେଓ । ଚାପ ହେବାରୁ ପବ୍ଲିକ ଇମେଜ ବଞ୍ଚାଇବା ପାଇଁ ପୋଲିସ ପଦକ୍ଷେପ ନେଉଛି । ଅଭିଯୋଗ ଅନୁସାରେ ସଠିକ ଦଫା…

ଏଣିକି ଶୈବ ପୀଠରେ ଗଞ୍ଜେଇ ମନା

ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ…

ପଞ୍ଚାୟତ ଅଫିସକୁ ଭତ୍ତା ପାଇଁ ଯିବା ବେଳେ ଧକ୍କା ଦେଲା ଟ୍ରକ: ମା ମୃତ, ପୁଅ ଗୁରୁତର

ଜଳେଶ୍ବର: ରୂପ୍ସା ଥାନା ଅନ୍ତର୍ଗତ ପାଟପୁର ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମା ମୃତ, ପୁଅ ଗୁରୁତର। ପଞ୍ଚାୟତ ଅଫିସକୁ ସାଇକେଲରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି…

ଆସନ୍ତା ୩ ବର୍ଷ ପାଇଁ ରାଜ୍ୟର ସମସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବ ମାଗଣା ଫସଲ ବୀମା

ଭୁବନେଶ୍ୱର: ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା । ଏବେ ଚାଷୀଙ୍କୁ ଫସଲ ବୀମା ବାବଦକୁ ଅର୍ଥ ଦେବାକୁ ପଡ଼ିବନି। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ଯାହା ୩ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩…