ଦିନ ଦିପହରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା
ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ…
ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ…
ନୟାଗଡ଼: ମାସେ ପରେ ଖୋଲିଲା ସ୍କୁଲ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ାପାଟଣା ବିଦ୍ୟାଳୟରେ ଖୋଲିଲା ତାଲା । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ…
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।…
ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।…
ଭଦ୍ରକ: କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ ।…
କୋରାପୁଟ: କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଗତକାଲି ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ ନବୋଦୟ ବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ…
ପୁରୀ: ପୁରୀକୁ ୬୫ ଦିନ ଯାଏ ଯିବନି ଟ୍ରେନ୍ । ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍ଯୁକ୍ତ କରାଯିବାକୁ ଯୋଜନା ହୋଇଛି । ଅର୍ଥାତ୍ ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ ।…
ସମ୍ବଲପୁର: ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ। ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ତଥା ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବୟସାଧିକ…
ପୁରୀ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା…
ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ବରେ ଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ଚଳିତ ବର୍ଷ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ‘ଥିମ୍’ ଚୟନ କରାଯାଇଛି । ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ…