State

ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ମୁହଁରେ ମୁଖା, ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ଏଲଆଇଜି ପ୍ଲଟ ୮୬୭ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ…

ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ୧୮ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଅପରାହ୍ନ ୧୨…

ଅର୍କେଶଙ୍କ ବିରୋଧ ଅଭିଯୋଗ କଲେ ପତ୍ନୀ ଅଦ୍ରିଜା

ବଲାଙ୍ଗିର : ଏବେ ଚର୍ଚ୍ଚାରେ ବଡ ଘର ବଡ ଗୁମର କଥା। ପଦାରେ ପଡିଲା ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ଏବେ ରାଜ ପରିବାରର ଅର୍କେଶ ନାରାୟଣ ସିଂଦେଓ ଓ ଆଦ୍ରିଜା ମଞ୍ଜରୀ ସିଂ ଦେଓଙ୍କ କଳି ହାଟରେ…

ଚୋର ଲେଖିଲା ପ୍ରାୟଶ୍ଚିତ ଚିଠି, ନଅ ବର୍ଷ ପରେ ଫେରାଇଲା ଠାକୁର ଗୋପୀନାଥଙ୍କ ଚୋରି ଗହଣା

ଭୁବନେଶ୍ୱର: “ହଁ ମାନୁଛି ନଅ ବର୍ଷ ତଳେ ପ୍ରଭୁ ଗୋପୀନାଥଙ୍କର ଅଳଙ୍କାର ସବୁ ଚୋରି କରି ନେଇଯାଇଥିଲି। ହେଲେ ଶାନ୍ତିରେ ଗୋଟିଏ ଦିନ ବି ରହିପାରିନି। ବିଭିନ୍ନ ରୋଗ ବ୍ୟାଧି ହେଲା । ଯେତେ ଯୁଆଡେ ଡାକ୍ତର ଦେଖାଇଲି ଭଲ ହୋଇପାରୁନଥିଲା…

ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବହଳଦା ବାଇପାସ…

ଆଜି ୪୦ ଡିଗ୍ରି ଉପରେ ରାଜ୍ୟର ୧୭ଟି ସହର

ଭୁବନେଶ୍ବର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଯଥାକ୍ରମେ ୪୪.୪ ଓ ୪୪ ଡିଗ୍ରି ରେକର୍ଡ ହୋଇଛି।…

ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା | ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩…

କାହିଁକି ହାରିଲା କଂଗ୍ରେସ? ୩ ଜଣିଆ କମିଟି ଯିବ ଝାରସୁଗୁଡ଼ା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପରାଜୟର ସମୀକ୍ଷା କରାଯିବ। ହାଇକମାଣ୍ଡ ଏସଂପର୍କରେ ଅବଗତ ଅଛନ୍ତି। ଏଥିଲାଗି ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ। କାହିଁକି ଭୋଟ୍ କମିଲା ସେ ନେଇ ରିପୋର୍ଟ ଦେବ…

ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଲୁଟି ନେଲେ ପ୍ରାୟ ୧୨ କୋଟିର ସୁନା ଗହଣା

ଯାଜପୁର:ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ…

ପିପିଲି ବ୍ଲକ ଗସ୍ତରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ

ଅମୃତ ସରୋବର ଯୋଜନାରେ ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ । ତାହାର ବାସ୍ତବ ସ୍ଥିତି ପରଖିବା ପାଇଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । କେଉଁ କେଉଁ ପ୍ରକଳ୍ପ…