State

ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗଜପତି : ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟ ହୋଇଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜସମନ୍ତ ଗମାଙ୍ଗ ବଡଓ୍ବାର୍ଦା…

ପୁରୀରୁ ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ୪ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ୍‌ ନିକଟରେ ଦୁର୍ଘଟଣା । କାର୍‌ ସହ ଟ୍ରକର ଧକ୍କା । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ…

୨୦୨୪ ଫେବ୍ରୁଆରି ୧୫ରେ ଜେଇଇ ମେନ୍‌

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ତାରିଖ ଘୋଷଣା ହୋଇଛି। ୨୦୨୪ ଫେବ୍ରୁ୍ଆରି ୧୫ରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେବାକୁ…

ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ, ଘଟଣା ସ୍ଥଳରେ ବୃଦ୍ଧ ମୃତ

ଆଠଗଡ଼ : ତିଗିରିଆ ବନାଞ୍ଚଳ ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ। ଘଟଣା ସ୍ଥଳରେ ଜଣେ ମୃତ । ଆମ୍ବ ବଗିଚାରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧ। ମୃତକ ଜଣକ ହେଲେ ଗୋକର୍ଣ୍ଣଖାଲ…

ମାଓବାଦୀଙ୍କୁ ଗୁଳିମାଡ଼ ପରେ ଆକ୍ସନ ମୋଡ୍‌ରେ ପୁଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ‌ମଦନପୁର ରାମପୁର ଥାନା ଟାପରେଙ୍ଗଠାରେ ଗତ ୯ ତାରିଖ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ପରେ ଓଡ଼ିଶା ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଆଜି ପୁଲିସର ବରିଷ୍ଠ ଅଧିକାରୀମାନେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର…

ଓଡ଼ିଶାରେ ୩୧ଟି ‘ଏକକ ଉତ୍ପାଦ’ ବିକ୍ରି ଷ୍ଟେସନ୍‌

ନୂଆଦିଲ୍ଲୀ : ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍‌ ଏକ ଉତ୍ପାଦ (ଓଏସ୍‌ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ…

ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ

କଟକ: କଟକ ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ। ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗରେ ଏହି ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୋନ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ କ୍ରସମ୍ୟାଚିଙ୍ଗ ସହ ଆନୁସଙ୍ଗିକ ମେସିନ ଆଣିବାକୁ ଟେଣ୍ଡର…

୧୦ ଜିଲ୍ଲାରେ ହେବ ଟ୍ରକ୍ ଟର୍ମିନାଲ

ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଟ୍ରକଗୁଡ଼ିକ ବେଆଇନ ଭାବେ ପାର୍କିଂ ଯୋଗୁ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଟ୍ରକ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୩୦୦କୋଟି ଟଙ୍କାର…

‘ସବୁ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ବିବରଣାତ୍ମକ ପୁସ୍ତକ ତିଆରି ହେଉ’

ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି…

ବାହା ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ : ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହରର ଏକ ହୋଟେଲରେ ସେ ବଣିଆବାହାଳ ବାସିନ୍ଦା ଅଭିଲିସାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଜନପ୍ରତିନିଧି, ରାଜନେତା ଯୋଗ…