State

ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬୩ ଲକ୍ଷ ଲୁଟ୍‌ ଅଭିଯୋଗ

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନିମପଲ୍ଲୀ ନିକଟରୁ ଗତ ରବିବାର ରାତିରେ ଏଲ୍‌ଆଣ୍ଡଟି ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ତିନି ଜଣ ଦୁର୍ବୃତ୍ତମାନେ ଏକଲକ୍ଷ ତେଷଠି ହଜାର ଟଙ୍କା ଲୁଟି ନେଇଥିବା ବନ୍ତ ଥାନାରେ…

ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ବନ୍ଧା ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା। ୫ ତାରିଖ ସଂଧ୍ୟାରେ ହଷ୍ଟେଲର କିଛି…

ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ : ଆଇଏମଡି

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାରଦିନ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଛି । ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ…

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

କୁଚିଣ୍ଡା: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ମାଲ ପଞ୍ଚାୟତ ନୂଆଁଡିହି ଗାଁରେ ଅଭାବନୀୟ ଘଟଣା ଘଟିଛି। ରୋଷେଇ କରିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ…

ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା ଦୁର୍ବୃତ୍ତ

ଅନୁଗୋଳ: ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ…

ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି: ଏନକାଉଣ୍ଟରରେ ଟଳିପଡିଲେ ୨ ନକ୍ସଲ। ଛତିଶଗଡ଼ ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ଯବାନ-ମାଓବାଦୀ ମୁହାଁମୁହିଁ। ପୋଲିସ୍ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। LOS କମାଣ୍ଡର ମଡକମ…

କାମାକ୍ଷାନଗର ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର: ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ । ହାଣି ପକାଇଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ଭାବରେ ହାତ୍ୟା କରାଯାଇଥିବା ଅଭିଯୋଗ…

ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି

ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର…

ଦୀପାଳିଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର…

୫ ହାଇୱେ ଲୁଟେରା ଗିରଫ ପରେ କୋର୍ଟ ଚାଲାଣ

ବାଲେଶ୍ୱର : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି…