State

ଆସନ୍ତାକାଲି ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ଲାଗି ଝାରସୁଗୁଡ଼ା ଗସ୍ତରେ ଯିବେ। ସେ ସାଢେ ୪ଟାରେ ଝାରସୁଗୁଡ଼ାରେ ଆୟୋଜିତ ସଭାରେ ଯୋଗ…

ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ, ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍, ୬ଟି ଏତଲା ପଞ୍ଜୀକୃତ

କଟକ: ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା…

ମହାନଦୀରୁ ଉଦ୍ଧାର ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ: ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ପହଁଚି ଅଧିକ ତଦନ୍ତ…

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: କଟକ ଏସଡ଼ିଜେଏମ କୋର୍ଟରେ ଶୁଣାଣି ଶେଷ

କଟକ: ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଶୁଣାଣି ଶେଷ କଲେ କଟକ ଏସଡ଼ିଜେଏମ କୋର୍ଟ । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ବର୍ଷାଙ୍କ ପୋଲିସ ସୁରକ୍ଷା…

ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ…

୪୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

କୋରାପୁଟ: ଠିକା କର୍ମଚାରୀଙ୍କ ବଡ କାରନାମା । ସରକାରୀ ଟଙ୍କା ହଡପ କରି କରୁଥିଲେ ଅୟସ । ବିଳମ୍ବ ହେଲେ ମଧ୍ୟ ଧରାପଡିଛି କଳା କାରନାମା । ୪୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ କୋରାପୁଟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ପରିକ୍ରମା…

ରାଜଧାନୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଭାଙ୍ଗିଲେ ଗାଡ଼ି, ୪ଅଟକ

ଭୁବନେଶ୍ୱର : ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ…

ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲା ଅଗ୍ରିଆ ସମାଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଗ୍ରିଆ ସମାଜ । ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ…

ଠକ ତାନ୍ତ୍ରିକ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ

କଟକ: ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ।…