ବଦଳିବ ଓଡ଼ିଶା ବୋଟ ନିୟମ: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ
ଭୁବନେଶ୍ବର: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ। ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ। ଏହି ବୋଟ ଚାଲିବା ଦ୍ଵାରା ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ…
ଭୁବନେଶ୍ବର: ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ। ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ସୋଲାର ବୋଟ। ଏହି ବୋଟ ଚାଲିବା ଦ୍ଵାରା ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ…
ଖୋର୍ଦ୍ଧା : ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ…
ଭୁବନେଶ୍ୱର: ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି। ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ ବୋଲି ସୂଚନା…
କଟକ: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ । ଗୃହ ଓ ନଗର ଉନ୍ନୟନ ବିଭାଗ ନିୟମ…
କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତ କରିଛନ୍ତି। ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ଘର ଘର…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍ ସିରଫ୍ ଦେଖିବାକୁ ମିଳୁଛି। ଯେଉଁ କଫ୍ ସିରଫ୍ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର…
ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ ଝାରସୁଗୁଡାରେ ପହଂଚିଛନ୍ତି। ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡା ଆସିଥିବା ଟିମ୍ ସ୍ଥାନୀୟ ବିମାନବନ୍ଦରରେ ଅବତରଣ ପରେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି। ଏହି ଟିମ୍ ପୂର୍ବତନ ଆଇଏଏସ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା…
ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ସହରରେ ଭାଇଚାରାର ସମ୍ପର୍କ ଫେରିଛି। ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। BJPର କିଛି ତୁଙ୍ଗନେତା ଭେଦଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି BJP…
ଅପପୁଷ୍ଟିରେ ଶିକାର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଲେ ଓଡିଶା ହାଇକୋର୍ଟ। ଦାନଗଦି ବ୍ଲକର ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ଗ୍ରାଉଣ୍ଡରୁ ସ୍ଥିତି ପରଖି ରିପୋର୍ଟ ଦାଖଲ…