ସୁନ୍ଦରପୁର ପଞ୍ଚାୟତରେ ମଇଁଷି ମଡ଼କ, ୧୫ ଦିନରେ ମଲେଣି ଶତାଧିକ
ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ଦିନ ମଧ୍ୟରେ ୧୦୭ ମଇଁଷିଙ୍କର ଅଜଣା ରୋଗରେ ମୃତ୍ଯୁ ଘଟିଛି।ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି…