September 13, 2026

ସମ୍ବଲପୁରରେ କୁଖ୍ୟାତ ଅପରାଧୀ ମହମ୍ମଦଇରଫାନକୁ ଏନକାଉଣ୍ଟର

ଭୁବନେଶ୍ବର: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନକୁ ଗୁଳି । ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ଇରାପାନ ଓ ତା…

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର

ସୋରଡା: ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଫୁଟିଲା ଗୁଳି, ଜଣେ ଆହତ । କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା । ବଡ଼ ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗାଁରେ ଗୁଳିକାଣ୍ଡ । ଗାଁର ୩୦…

ଟ୍ୟୁସନ୍ ବାହାନାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରିନ୍ସିପାଲ୍ ଗିରଫ

ବରଗଡ଼ : ଗୁରୁ ନାଁରେ କଳଙ୍କ l ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ବରଗଡ ବରଡୋଲରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସିପାଲ୍ ଏଭଳି କାଣ୍ଡ ଭିଆଇଛନ୍ତି l ଜଣେ…

ଚାଷ ଶିଖିବେ ଛାତ୍ରଛାତ୍ରୀ, ବିଦ୍ୟାଳୟ ସ୍ତରରେ ଆରମ୍ଭ ହେବ ‘ଡୁଆଲ୍ ମୋଡ୍’ ଧନ୍ଦାମୂଳକ ଶିକ୍ଷା

ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରେ ପାରମ୍ପରିକ ଶ୍ରେଣୀଗୃହ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ୟାବହାରିକ ଓ ଧନ୍ଦାମୂଳକ ଶିକ୍ଷା । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ…

ବଜ୍ରକାପ୍ତା କାତି ଚାଲାଣ: ୬ ଗିରଫ, ୩୫୨ କାତି ଜବତ

ମାଲକାନଗିରି:ମାଲକାନଗିରି ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଚୋରା ଚାଲାଣ ସମୟରେ ଛଅଜଣଙ୍କୁ ଗିରଫ କରିବା ସହ ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ଖଣ୍ଡୀୟ ବନାଧିକାରୀ ସାଇକିରଣ ଡି.ଏନ୍ ଦେଇଥିବୂ ସୂଚନା ଅନୁ ଯାୟୀ ମାଲକାନଗିରି ଓ…

ଘୋଷଣାରେ ସୀମିତ ୧୦୦ ଇ-ବସ୍‌, କେବେ ହେବ ଦ୍ବିତୀୟ ଟେଣ୍ଡର୍‌ ?

ବ୍ରହ୍ମପୁର: ଯୋଜନା ପରେ ଯୋଜନା, ଘୋଷଣା ପରେ ଘୋଷଣା। କିନ୍ତୁ ବାସ୍ତବ ଚିତ୍ର ବଦଳୁ ନାହିଁ। ବ୍ରହ୍ମପୁର ସହରରେ ‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ ସରକାରୀସ୍ତରରେ ଯୋଜନା ହେଉଛି। ୧୦୦ ଇ-ବସ୍ ଚଳାଚଳ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାତ୍ରୀଙ୍କ…

ପାର୍ବଣ ପୂର୍ବରୁ ବନ୍ଧା ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଲୁଟେରା

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର,…

ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ମିଳିଲା ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ…