State

ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ…

ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ…

ଭୋଜି କରିବାକୁ ଯାଇ ନାବାଳକ ନିଖୋଜ, ୨ ସାଙ୍ଗ ଅଟକ

ବାଲୁଗାଁ : ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନାବାଳକ ନିଖୋଜ । ଦୁଇ ସାଙ୍ଗ ଅଟକ । ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବେଲପଡା ପୋଖରୀ ନିକଟରୁ ମିଳିଛି ନାବାଳକଙ୍କ ଚପଲ ଓ…

ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ବୁଡ଼ି ଯୁବକ ମୃତ

ଗଜପତି: ଜଳପ୍ରପାତରେ ବୁଡ଼ିଗଲେ ଯୁବକ। ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ଅଘଟଣ ଘଟିଛି । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ଗତକାଲି କିଛି ଯୁବକ ମିଶି ପିକନିକ୍ କରିବାକୁ ଆସିଥିଲେ…

ଆକ୍ସନ ମୋଡରେ ପ୍ରଶାସନ; ଆମ ବସରେ ବସି ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ…

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ; ପହଞ୍ଚିଲେ ୱାଟକୋ ଓ ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ…

ତାଳଚେରରେ ବଢ଼ୁଛି ପ୍ରଦୂଷଣ, ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କଲେ ଜିଲ୍ଲାପାଳ

ତାଳଚେର: ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ ଏବେ ଆସିଛି ଆଉ ଏକ ବଡ଼ ଖବର । ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର । ଦିନକୁ ଦିନ ତାଳଚେର…

ଆନ୍ଧ୍ରରେ ସଡ଼କ ଦୁର୍ଘଟଣା: ୩ ଓଡ଼ିଆ ମୃତ, ୨ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି…

ଏଣିକି ସ୍କ୍ରିନିଂ ଟେଷ୍ଟରେ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର: ପରିବହନ ସଚିବ

ଭୁବନେଶ୍ବର: ଆମ ବସ୍ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ବଡ଼ ପଦକ୍ଷେପ । ଏଣିକି ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର । ତେବେ ଥାର୍ଡ ପାର୍ଟି ଅଧିନରେ ଚାଳକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ । ଏନେଇ…

କାରକୁ ଧକ୍କା ଦେଲା ଟ୍ରକ; ଗୋଟିଏ ପରିବାରର ୩ ମୃତ

ପାରଳାଖେମୁଣ୍ଡି : ନୂଆବର୍ଷର ପ୍ରଥମ ରବିବାରରେ ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।…

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ଓ ୨ ଗୁରୁତର

କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି । ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ଗୁରୁତର । ଗୁରୁତରମାନେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ଅଛନ୍ତି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗାଁରେ ଅଘଟଣ l ଦାଦାର…