State

୧୪ରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା…

ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ । ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ । ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।…

ଭିଜିଲାନ୍ସ ଅଫିସର ପରିଚୟ ଦେଇ ଓଏଏସ ଅଫିସରଙ୍କଠାରୁ ଠକେଇ, ଶଳା-ଭିଣୋଇ ଗିରଫ

କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ…

ଟୋକନ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି…

ସତ୍ୟବିହାରରେ ଜଳିଗଲା ବାର୍, ନଥିଲା ବିଧିବଦ୍ଧ ଲାଇସେନ୍ସ

ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ ।…

କଲରାପତରିଆକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ

ବଣାଇ : ବଳଦ ଖାଇଦେବାରୁ ବାଘକୁ ବିଷ । କଲରାପତରିଆକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରୁ ବାଘର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ RCCF, DFO…

ମୋକିମଙ୍କ ବୟାନକୁ ନେଇ କଂଗ୍ରେସରେ କନ୍ଦଳ, ଦଳରେ ଦେଖା ଦେଲାଣି ନେତୃତ୍ବ ସଂକଟ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଦଳ ଭିତରେ ଚାଲିଛି ଛକାପଞ୍ଝା। ମୋକିମଙ୍କ ବୟାନକୁ…

ଭୁବନେଶ୍ୱରରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର ମହାଲେଖା ନିୟନ୍ତ୍ରକ(CAG)ଙ୍କ ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ…

୫୯୧ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ…

ମେଡ଼ିସିନ ଷ୍ଟୋରରେ ବେଆଇନ ମଦ କାରବାର

ଭଦ୍ରକ : ମେଡ଼ିସିନ ଷ୍ଟୋର ଭିତରୁ ବାହାରିଲା ମଦ । ମେଡ଼ିସିନ ଷ୍ଟୋର ଭିତରେ ବେଆଇନ ମଦ କାରବାର। ପୋଲିସ ଡ୍ରଗ ଇନ୍ସପେକ୍ଟରଙ୍କ ମିଳିତ ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଠାରେ ଥିବା ଏକ ମେଡ଼ିସିନ ଷ୍ଟୋରରେ…