ବାଇକରେ ବୁହା ହେଲା ମରଶରୀର, ଗାଁକୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି
ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ…
ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ…
କେନ୍ଦୁଝର : ମୋ ସ୍ବାମୀଙ୍କୁ ଅପେରା ଦେଖିବାକୁ ସାଙ୍ଗ ମାନେ ଘରୁ ଡାକି ନେଇ ମାରି ଦେଲେ । ଟାଉନ ଥାନାରେ ଏପରି ଲିଖିତ ଅଭିଯୋଗ କରିଛନ୍ତି ମୃତକ ଜଯନ୍ତ ପାତ୍ରଙ୍କ ସ୍ତ୍ରୀ ସୌଭାଗିନୀ ପାତ୍ର । ଅଭିଯୋଗ ଅନୁସାରେ ଜୟନ୍ତ…
ଅନୁଗୁଳ : ଯୁବକଙ୍କ ହାତ ଛିଣ୍ଡେଇ ନେଲା କୁମ୍ଭୀର । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗାଁ ନିକଟ ଏକ ଯୋରରେ ଥିବା କୁମ୍ଭୀର ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛିଣ୍ଡେଇ ନେଇଯାଇଛି । କୁମ୍ଭୀର ମୁହଁରୁ…
ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ନେଇ ଡିଜିପିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା। ପୋଲିସ ମୁଖ୍ୟାଳୟ ଠାରେ ଉପନିର୍ବାଚନ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ…
ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ‘ବିହନ ହବ୍’। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର…
ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ଗୁରୁବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସମାପ୍ତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ତତ୍ପର ହୋଇପଡ଼ିଛି। ନୂଆପଡ଼ା ଆସନକୁ ନିଜ ହାତରେ ରଖିବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକୁ ମନିଟର କରିବା ଲାଗି ବିଜେଡି ପକ୍ଷରୁ ବ୍ଲକ ଏବଂ…
ଭୁବନେଶ୍ଵର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍ଓପି ଲାଗୁ ହେବ। ଏ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି…
ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ଅଘଟଣ ଘଟିଛି। ୨୦ଫୁଟ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ । ଟ୍ରକଟି ରେଢ଼ାଖୋଲରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।…
ଭୁବନେଶ୍ଵର: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ -୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…