ସର୍ପାଘାତରେ ଦମ୍ପତି ମୃତ
ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ…
ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ…
ରାଉରକେଲା: ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ ।…
ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ,…
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।…
କେନ୍ଦ୍ରାପଡ଼ା: ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ସହ ଅସଦାଚରଣ । କେନ୍ଦ୍ରାପଡ଼ା ସଦର ଥାନା କଂସାର-ସାହସପୁର ନୋଡାଲ ହାଇସ୍କୁଲରୁ ଆସିଛି ଏପରି ଅଭିଯୋଗ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ଶିକ୍ଷକ ସଂଘ ସଦର ଥାନାରେ ଅଭିଯୋଗ…
ଭୁବନେଶ୍ୱର : ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା…
ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ…
ଭୁବନେଶ୍ୱର : ୧୪ OAS ଅଧିକାରୀଙ୍କୁ IAS ପଦୋନ୍ନତି । ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ IASକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ-DoPT ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫…
ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍ (ଓଏଇଏସ୍)ର ସହକାରୀ ଏଗ୍ରିକଲଚର୍ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି।…
ନୟାଗଡ : ଗଛରେ ପିଟି ହେଲା ବସ୍ । ବାଉଅଁଶିଆପଡା ନିକଟରେ ଗଛରେ ପିଟିଲା ଏକ ଘରୋଇ ବସ୍ । ବସ୍ ଭୂବନେଶ୍ବରରୁ ନୟାଗଡ ଆସୁଥିଲା । ଜଣେ ମୃତ ୨୫ରୁ ଅଧିକ ଗୁରୁତର । ସମସ୍ତ ଗୁରୁତର ନୟାଗଡ ମେଡିକାଲରେ…