State

ହେଲିକପ୍ଟର ମାମଲା: ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଆବେଦନ ଖାରଜ

ଭୁବନେଶ୍ୱର : ହେଲିକପ୍ଟର ମାମଲାରେ ଖାରଜ ହେଲା ଆବେଦନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା ଆବେଦନ ଖାରଜ କଲେ ଖୋର୍ଦ୍ଧା କୋର୍ଟ। ଅଭିଯୋଗରେ ଯଥେଷ୍ଟ ଆଧାର…

ଓଡ଼ିଶା DGP ଚୟନକୁ ନେଇ ସସ୍ ପେନ୍ସ ଜାରି: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଭୁବନେଶ୍ବର: ଓଡ଼ିଶା DGP ଚୟନ ମାମଲା । ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । ଆମିକସ କ୍ୟୁରି ଦାଖଲ କଲେ ରିପୋର୍ଟ । ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ । ଓଡ଼ିଶାର ପରବର୍ତ୍ତୀ…

ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

ବ୍ରହ୍ମପୁର : ନିକଟରେ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିଠାରେ ଆଦିବାସୀ ଓ ଲୋକନୃତ୍ୟ ଦେଖି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବେଶ୍ ପ୍ରଭାବିତ ହୋଇଥିଲେ । ସେହି ସାଂସ୍କୃତିକ ପ୍ରଦର୍ଶନରେ ମୁଗ୍ଧ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି…

କମିଲା PUCC ଜରିମାନା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଥମ ଥର ବାଇକ ନିୟମ…

ଡ୍ରେନକୁ ଓଲଟି ପଡ଼ିଲା କାର୍, ଦମ୍ପତି ମୃତ

ପାରାଦୀପ : ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ…

ବଡ଼ପଡ଼ା ନଦୀରେ ଏଆଇ କୁମ୍ଭୀର ! ଫଟୋ ଭାଇରାଲ କରି ଦୁଇ ଭାଇ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ଏହି ଭାଇରାଲ ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ ପ୍ରସ୍ତୁତ ନକଲି ଫଟୋ…

ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ତଳିଆ ଅଞ୍ଚଳରେ ଆତଙ୍କ

ବାଲେଶ୍ୱର: ବାଲେଶ୍ୱରର ରାଜଘାଟରେ ଜଳସ୍ତର ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଯାହା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ବୁଡ଼ି ଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀ ମଧ୍ୟ ଜଳେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି। ରିପୋର୍ଟ ଅନୁଯାୟୀ, ଆଜି ରାଜଘାଟରେ ସୁବର୍ଣ୍ଣରେଖା ନଦୀର…

ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ…

ରାସ୍ତା ନଥିବାରୁ ରୋଗୀକୁ ଖଟିଆରେ ବୋହିଲେ ଗ୍ରାମବାସୀ

କାଶୀପୁର: ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୋହି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା…

ଆୟୁଷ୍ମାନ ଯୋଜନାରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ସାମ୍ବାଦିକମାନେ ନୂଆକରି…