State

ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ପ୍ଲାଟଫର୍ମ ତିଆରି କରିଛି : କେ.ଭି. ସିଂହଦେଓ

ଭୁବନେଶ୍ବର ୧୧।୧: ପୂର୍ବ ବିଜେଡ଼ି ସରକାର ଓଡ଼ିଶାକୁ ନିବେଶ ଆଣିବା ପାଇଁ ଅନ୍ୟ ରାଜ୍ୟ ଓ ବିଦେଶକୁ ଯାଉଥିଲେ । କିନ୍ତୁ ଏବେ ବିଜେପି ସରକାର ସମୟରେ ନିବେଶକ ମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆସୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ…

କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍‌ ଥିଲେ ଦୀପାଳି-ଆକାଶ?

ଭୁବନେଶ୍ବର : ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି। ବାପା ନବ କିଶୋର ଦାସ ହତ୍ୟା ବେଳେ କାହିଁକି ଓ କାହା ପ୍ରରୋଚନାରେ ଦୀପାଳି ଓ ଆକାଶ ଚୁପ୍‌ ଥିଲେ,ତାହା ଆମେ ଦେଖିଛୁ ବୋଲି…

ଦିନେ ବଢିଲା ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର ୧୧।୧: ଗୋଟିଏ ଦିନ ବଢିଲା ପୁଷ୍ପ ପ୍ରଦର୍ଶନୀ । ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ଅବଧି ବଢ଼ାଇଛନ୍ତି…

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦୀପାଳି ଦାସ

ଭୁବନେଶ୍ବର ୧୧।୧: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ । ନବୀନଙ୍କୁ ଭେଟିବା ପରେ ଦୀପାଳି କହିଛନ୍ତି, ନବୀନ ପଟ୍ଟନାୟକ ଆମ ପରିବାର ସହ ପରିବାର ହୋଇ ଠିଆ ହୋଇଥିବାରୁ ଧନ୍ୟବାଦ ଦେଲି । ସେ…

ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର ୧୧।୧: ପୁଣି ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ତାମିଲନାଡୁ ରାଜ୍ୟ ଚେନ୍ନାଇ ନିକଟରେ ରେଳ ଧାରଣରୁ ବଲଙ୍ଗିର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ବଲାଙ୍ଗିର…

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୃତ ସହଦେବ ନାୟକଙ୍କ ପରିବାର, ପରିବାରକୁ ଦେଲେ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ବର ୧୧।୧: ଚଳିତ ଜାନୁଆରୀ ୮ ତାରିଖ ସକାଳେ ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଭୁବନେଶ୍ୱର ମହାନଗର ନିଗମ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱରରେ ଏପରି ବୀଭତ୍ସ…

ମହାକୁମ୍ଭ ମେଳା ପାଇଁ ସ୍ବତନ୍ତ୍ର ବସ୍ ସେବା, ପୁରୀରୁ ଅଯୋଧ୍ୟାକୁ ଗଡିବ ସ୍ବତନ୍ତ୍ର ବସ୍

ପୁରୀ ୧୧।୧: ମହାକୁମ୍ଭ ମେଳା ୨୦୨୫ ପାଇଁ ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀରୁ ଅଯୋଧ୍ୟା ଗଡିବ ସ୍ବତନ୍ତ୍ର ବସ୍ । ରବିବାର ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚ୍ଚୁଆଲ…

କୋର୍ଟରେ ଚାକିରି କରାଇଦବାକୁ କହି ୨୦ଜଣଙ୍କୁ ଚୂନ ଲଗାଇଲେ ସ୍ବାମୀ-ସ୍ତ୍ରୀ

ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଠକି ନେଇଥିଲେ ୨୦ ଲକ୍ଷରୁ ଅଧିକ ଟଙ୍କା। 420 ଦମ୍ପତିଙ୍କ ମାୟା ଜାଲରେ ଫସିଛନ୍ତି ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ। ଏ…

ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର ଖୁବଶୀଘ୍ର ‘ପ୍ରବାସୀ ଓଡ଼ିଆ ନୀତି’ ପ୍ରଣୟନ କରିବେ । ପ୍ରବାସୀ ଓନିଆଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିବେ, ଯିଏ…

ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାଁ ବାଦ୍ ହୋଇଥିଲେ ହେବ ପୁନଃସାମିଲ, ୮ ହଜାରରୁ ଅଧିକ ଆବେଦନକାରୀ ସାମିଲ

ଭୁବନେଶ୍ବର ୧୧।୧: ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ…