State

ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ

ଭୁବନେଶ୍ଵର: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ…

ଫାଇନାନ୍ସ କମ୍ପାନୀରୁ ୩୦ କେଜି ସୁନା ଚୋରି ଘଟଣା, ରାଞ୍ଚିରୁ ଜଣେ ଡକାୟତ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ୩୦ କେଜି ସୁନା ଚୋରି ଘଟଣା । ରାଞ୍ଚିରୁ ଜଣେ ଡକାୟତ ଗିରଫ ହୋଇଛି । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା ।…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା…

ପ୍ରବାସୀ ଭାରତୀୟ ଦିବସ ପାଇଁ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର: ତିନି ଦିନିଆ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ପ୍ରତ୍ୟେକ ଦିନ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ରାଜ୍ୟ ସଂଗ୍ରହାଳୟ…

ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ବର୍ଷାର ଶିକାର ହୋଇ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ…

କୋଣାର୍କରେ ସୂର୍ଯ୍ୟ ମନ୍ଦିର ସହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଏସ୍. ଜୟଶଙ୍କର

ପୁରୀ: ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନରେ ଯୋଗଦେବାକୁ ସୋମବାର ଭୁବନେଶ୍ବର ଆସି ପହଞ୍ଚିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହାପରେ କୋଣାର୍କର ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟ୍‌ରେ ଜୟଶଙ୍କର ରାତ୍ରୀଯାପନ କରିବା ପରେ ଆଜି…

ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

ଭୁବନେଶ୍ବର: ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି…

ରାଜଧାନୀବସୀଙ୍କୁ ଘର ଆଗ ସଜାଇବାକୁ ଅପିଲ୍ କଲେ ମନ୍ତ୍ରୀ

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ୧୭ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଆଲୋକମାଳା ସହ ଝଲସୁଛି ରାଜଧାନୀ । ଏଥିସହିତ ରାଜ୍ୟ…

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍, ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର : ଖୋଲୁଛି ଅନୀଲ-ହଂସିତାଙ୍କ କଳା କାରନାମାର ଗୁମର। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ର ରେଡ୍ । ଓଡ଼ିଶା, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଘର ଓ ଅଫିସରେ ଚାଲିଛି…

HMPV ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ…