State

MKCG ମେଡିକାଲ କାଜୁଆଲଟିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କାଜୁଆଲଟିରେ ଘଟିଛି ଅଗ୍ନିକାଣ୍ଡ । ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି । ଏହାକୁ ଆୟତ୍ତ କରିବାକୁ ମେଡିକାଲ କର୍ମଚାରୀ ଲାଗିପଡିଛନ୍ତି । ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏ ସି…

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ଵର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ ଘଡିଏ ଅଟକି ଯାଆନ୍ତି ଲୋକେ । ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ।…

ରତ୍ନଭଣ୍ଡାର ମରାମତି, ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ : ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି । ଚୂନ ଛଡ଼ାଇବା ଓ ଡି ପ୍ଲାଷ୍ଟରିଂ କାର୍ଯ୍ୟ ସରିଛି। ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଭର୍ଟିକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ।…

ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ସମ୍ବଲପୁର: ସତ ବଖାଣିବ ଅଭିଯୁକ୍ତ । ନିଜେ ମାରିଛି ନା ହତ୍ୟା ପଛରେ ଆଉ କାହା ହାତ ଅଛି ତା’ ଉପରୁ ଉଠିବ ପରଦା । ସମ୍ବଲପୁର ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩…

ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ସହରୀ ପରିବହନ ବ୍ୟବସ୍ଥାରେ ଆସିବ ବୈପ୍ଲବ । ଗଡିବ ଡବଲ ଇଞ୍ଜିନ ସରକାରଙ୍କ ଡେ଼କର ବସ…

ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ, ପଡିଲା ହଜାର ହଜାର ପଶୁ ବଳି

ବଲାଙ୍ଗୀର: ଆରମ୍ଭ ହୋଇଛି ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା । ରକ୍ତରଞ୍ଜିତ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କରିଛନ୍ତି ହଜାର…

ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଛୁରାମାଡ଼, ନବମ ଶ୍ରେଣୀ ଛାତ୍ର ଗୁରୁତର

ଜଳେଶ୍ଵର : ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ । ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଅନ୍ୟ ଜଣେ ଛାତ୍ରର ଛୁରାମାଡ଼ ହୋଇଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ନୋଡାଲ…

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ, ଓଜନ ୧.୬ କେଜି

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ। ସମ୍ବଲପୁରର ଜଣେ ଭକ୍ତ ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ଟଙ୍କା ମୂଲ୍ୟର ରୂପା ଶଙ୍ଖ ଦାନ କରିଛନ୍ତି। ତେବେ ଏହି ରୁପା ଶଙ୍ଖଟିର ଓଜନ…

‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’

ଭୁବନେଶ୍ୱର: ଚୀନ୍ ଭାଇରସ ଏଚଏମପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଭୟଭୀତ ହୁଅନ୍ତୁ ନାହିଁ । ଥଣ୍ଡାକାଶ ଥିଲେ ପରୀକ୍ଷା କରାଇ ନିଅନ୍ତୁ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ପରୀକ୍ଷା ପାଇଁ…

ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ସହରରେ ଟ୍ରାଫିକ କଟକଣା ନେଇ ସୂଚନା ଦିଆଯାଇଛି। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ପାଇଁ କମିଶନରେଟ ପୁଲିସ ପ୍ରକାଶ…