ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ୨ ଟାରୁ ବନ୍ଦ ରହିବ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର
ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହା ସହ ହୋଇଛି ପୋଲିସ ଅଧିକାରୀଙ୍କ ସହ…
