‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା ।…

ବିଜେଡି-ବିଜେପି ମେଣ୍ଟ: ଛିଣ୍ଡୁନି ଅଙ୍କ, ଏକାକୀ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ରାଜନୀତି ବେଶ କିଛି ଦିନ ହେବ ସରଗରମ ଥିଲା । ଶୁଣିବାକୁ ମିଳୁଥିଲା ଉଭୟ କେନ୍ଦ୍ର ରାଜ୍ୟ ମିଶି ଚଳିତ ନିର୍ବାଚନ ଲଢ଼ିବେ । ଅର୍ଥାତ ବିଜେଡି-ବିଜେପି ମେଣ୍ଟ କରିବେ । ଭୁବନେଶ୍ବରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ…

ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ନିଷ୍ପତ୍ତି ନିଆଯିବ: ବିଜେଡି

ଭୁବନେଶ୍ବର: ନବୀନ ନିବାସରେ ଆଜି ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟା‌ୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି…

କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ…

ଓଡ଼ିଶା ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି…

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଭୁଷୁଡିବାରେ ଲାଗିଛି କଂଗ୍ରେସ ଓ ବିଜେଡି ଶିବିର। କଂଗ୍ରେସ ଓ ବିଜେଡିର ଅନେକ ହେଭିୱେଟ୍ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି। ଯାହା କଂଗ୍ରେସ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ବିଜେପିରେ ସାମିଲ ହୋଇଛନ୍ତି…

ବିଜେପିରେ ମିଶିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳ ଛାଡି ନିକଟ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବରିଷ୍ଠ…

ବିଜେପି ଆରମ୍ଭ କଲା ଏକ କୋଟି ଜନମତ ସଂଗ୍ରହ ଅଭିଯାନ

ଭୁବନେଶ୍ବର: ବିଜେପି ଆରମ୍ଭ କରିଛି ଏକ କୋଟି ଜନମତ ସଂଗ୍ରହ ଅଭିଯାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନ ଇସ୍ତାହାରରେ କ’ଣ ରଖିବ ବିଜେପି ସେନେଇ ଜନମତ ସଂଗ୍ରହ କରିବ…