ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବିଜେପିର ଲକ୍ଷ୍ୟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର…

ବିଜେଡିରେ ମିଶିଲେ ପୁରୀ ଜିଲ୍ଲାର ବିଜେପି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି  ମିଶ୍ରଣ ପର୍ବ ହୋଇଥିଲା।  ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ…

କଂଗ୍ରେସକୁ ଲକ୍ଷେ ୩୮ ହଜାର ଟଙ୍କା ଦାନ କଲେ ନିରଞ୍ଜନ ପଟ୍ଟନାୟକ

କଂଗ୍ରେସକୁ ୧.୩୮ ଲକ୍ଷ ଟଙ୍କା ଚେକ୍ ଦେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚେକ ଦେଇଥିବା ନେଇ ସୋଶାଲ ମିଡିଆ 'X'ରେ ସୂଚନା ଦେଇଛନ୍ତି। ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଅଭିଯାନ ଚଳାଇଛି କଂଗ୍ରେସ। ଟଙ୍କା ଦାନ ନେଇ…

ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ…

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଲଗାତାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ନେତା

ଭୁବନେଶ୍ୱର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।   ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ଓ…

ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ, : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ…

ଓଡିଶା କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍ କରିଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି…

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା”…

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ

ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ…

ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ…