Crime

ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ, ଜେସିବି ଚଢାଇ ଦେବାକୁ ଉଦ୍ୟମ

କାମାକ୍ଷାନଗର: ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି…

ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ…

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଧରାପଡ଼ିଲେ ୪ ଛାତ୍ର

ଭୁବନେଶ୍ବର: ଲାଇନ୍‌ରେ ନ ଆସି ବେଲାଇନ୍‌ରେ ଆସିଲେ। ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କହିଲେ। ଲାଇନ୍‌ରେ ନଆସିଲେ ପେଟ୍ରୋଲ ଦେଇହେବନି ବୋଲି କହିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଳବଳ ସହ ଆସି ଆକ୍ରମଣ କଲେ। ଗତ ୨୩ ରାତିରେ ଭୁବନେଶ୍ୱର…

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଏହି ୩ ଅଭିଯୁକ୍ତଙ୍କୁ…

ଭୁବନେଶ୍ବର ଏମ୍‌ସରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ୨ ବ୍ୟକ୍ତି ଗିରଫ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ…

ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଜଗତସିଂହପୁର: ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି…

ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଭୋର ସମୟର ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ବେଳେ ଗାଡି ଧକ୍କା ଦେଇଥିବା ସୂଚନା…

ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରରେ କଡା ଚେକିଂ, ୧୧ ଗିରଫ

ସମ୍ବଲପୁର : ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା । ସେଥିମଧ୍ୟରୁ…

ଭିମ୍‌ସାର୍‌ରେ ପୁଣି ରାଗିଂ

ବୁର୍ଲା, : ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର…

ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର

ଉଦଳା : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ…