Crime

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ED

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ ‘ଗୋଲଡେନ ବାବା’ ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍…

ମା’କୁ କଟୁରୀରେ ହାଣିଦେଲା ପୁଅ

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ…

ବିଡିଓଙ୍କ ଜାଲ ଦସ୍ତଖତ କରି ଠକିନେଲେ ୧୫ ଲକ୍ଷ

ଟାଙ୍ଗୀ : ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ…

ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ

କରଞ୍ଜିଆ: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର…

ପେନ୍‌ ହସପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତି ସମୟରେ ସେଠାରେ ନିଆଁ ଲାଗି ଯାଇଥିଲା। ସାରା…

ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ବ୍ୟବସାୟ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ…

ରାତିରେ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର

ଭୁବନେଶ୍ୱର: ଦୁଇ ଦାମୀ କାରରେ ନିଆଁରେ ଲଗେଇଲେ ଦୁର୍ବୃତ୍ତ। ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ଦାମୀ କାରକୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ…

ଛୁଆ ଚୋରି ନେଇ ଏମ୍‌କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ(ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ)ରେ ହାଇଡ୍ରାମା। ଲୁହ ଛଳଛଳ ହୋଇଥିବା ମହିଳାଙ୍କ ଛୁଆ ଚୋରି ଅଭିଯୋଗ ପରେ ନାକେଦମ ହେଲା ପୁଲିସ। ୩ଘଣ୍ଟା ଧରି ପୁଲିସ ନାକେଦମ ହୋଇ ତଦନ୍ତ…

ମହାନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଆଠଗଡ଼: ମହାନଦୀ କୂଳରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ଦେଖି ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯଇଛି।…

ଭିଜିଲାନ୍ସ ଜାଲରେ ଗାଇସିଲେଟ ଥାନା IIC, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବରଗଡ଼ : ଗାଇସିଲେଟ ଥାନା ଆଇ ଆଇ ସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଇ ଆଇ ସି ବୀରବର ଭଗତଙ୍କ ସରକାରୀ ଓ ବେସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି…