Crime

ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି…

ବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଳା ପତୋରା ମୁଖ୍ୟ ରାସ୍ତାର ଭେରା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।…

ବୋଲେରୋ ଧକ୍କାରେ ଶଳା ଓ ଭିଣୋଇଙ୍କ ସମେତ ତିନି ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗୀର: ସାବିତ୍ରୀ ଅମାବାସ୍ୟାରେ ଅଘଟଣ। ବୋଲେରୋ ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଦୁଇଜଣ ଶଳା-ଭିଣୋଇ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକ ଠାରେ। ସୂଚନା ଅନୁସାରେ ବାଇକ୍‌ ଚାଳକ ରାଜେଶ…

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଜଳେଶ୍ବର/ଭୋଗରାଇ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର…

ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ଫଳ ଜବତ

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି…

ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର

ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ ଖାଦ୍ୟ ସୁରକ୍ଷା କମିଶନରଙ୍କ ଅଫିସର ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ। ଜଣେ ଔଷଧ ଦୋକାନୀଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ। ଉକ୍ତ ଔଷଧ…

ନିଶା ଔଷଧ ଦେଇ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର

କାମାକ୍ଷାନଗର : ନିଶା ଦେଇ ମହିଳାଙ୍କଠୁ ଲୁଟ୍‌। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ…

ସ୍କୁଟିକୁ ଧକ୍କା ଦେଲା ବସ୍: ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା । ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୃତ ଯୁବକ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୩ ସରକାରୀ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍‌ର), ସିଡିପିଓଙ୍କ ଅଫିସ୍‌ର କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ। ଗୋଟିଏ ଘଟଣା କୋରାପୁଟରେ ଘଟିଥିବା ବେଳେ ଅନ୍ୟଟି ଗଞ୍ଜାମରେ ଘଟିଛି। ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର…