Crime

ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ

ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ…

ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ସୁବର୍ଣ୍ଣପୁର: ଚାଲାକି କରି ଲୁହାରଡ ତଳେ ରଖି ଚାଲୁଥିଲା ଗଞ୍ଜେଇ ଚାଲାଣ । ହେଲେ ଧରିଦେଲା ପୋଲିସ ।ଏଭଳି କିଛି ଘଟଣା ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ । କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ କୁଞ୍ଜ ଛକରୁ ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ୩.୭୫…

ବରମୁଣ୍ଡା ଅଞ୍ଚଳରେ ସ୍କର୍ପିଓ ଉପରକୁ ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର : ବରମୁଣ୍ଡା ଅଞ୍ଚଳରେ ହୋଇଛି ବୋମା ମାଡ଼ | ସ୍କର୍ପିଓ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ | 4 ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ…

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ…

ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ

ମୟୂରଭଞ୍ଜ : ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ବାରିପଦା ସହର ଉପକଣ୍ଠରେ ଥିବା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡା ଠାରେ ଘଟିଛି ଏହି ସଡ଼କ…

ପୁଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ନିପାତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅସାନ୍ତ ହୋଇପଡ଼ିଛି। ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି। ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି । ପ୍ରିଜାଇଡିଂ ଅଧିକାରୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବରଗଡ଼ରେ ମତଦାନ ବେଳେ ଅଟୋ ଚାଳକଙ୍କୁ ହତ୍ୟା ଘଟଣା, ଦୁଇ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରଗଡ଼ ମତଦାନ କେନ୍ଦ୍ର ନିକଟରେ ଜଣେ ଅଟୋ ଚାଳକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହତ୍ୟା ଘଟଣାର ୪ ଦିନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ…

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର…