Crime

ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା

ରାୟଗଡା : ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି…

ମଦ ନିଶାରେ ଚୁର୍‌ ଯୁବକ ଜାଳିଦେଲା ନିଜ ଘର

କନ୍ଧମାଳ : ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା…

ବନ୍ଦ ଘରୁ ୩ ମୃତଦେହ ମିଳିବା ଘଟଣା, ସନ୍ଦିଗ୍ଧ ଯୁବକଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର: ଘର ଭିତରେ ତିନି ଜଣଙ୍କୁ ଗଳା କାଟି ହତ୍ୟା । ସେଥିରେ ପୁଣି ଅଛନ୍ତି ଦୁଇ ଜଣ ନିରୀହ ଶିଶୁ । ଇଏ ହେଉଛି ସମ୍ବଲପୁର ଟ୍ରିପଲ ମର୍ଡ଼ର ଘଟଣା । ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଘଟିଛି…

ଓଡ଼ିଶାରେ ପାକିସ୍ତାନ ଲିଙ୍କ୍: ୩ ଓଡ଼ିଆ ଯୁବକ ଗିରଫ

ଭୁବନେଶ୍ବର: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ। ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ…

ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ମୃତକ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସେ ଗିରଫ ହୋଇ ଜେଲକୁ ଆସିଥିଲେ । ଆଜି…

ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଠଗଡ଼: ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯାତ୍ରା ପେଣ୍ଡାଲରେ ପିଟାପିଟି । ଚେୟାର୍‌ ଫିଙ୍ଗା ଫୋପଡା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ତଳ ସାହିର । ଚନ୍ଦନ ଯାତ୍ରାରେ…

ଘର ଭିତରେ ପଶିଗଲା କାର, ଶୋଇଥିବା ଅବସ୍ଥାରେ ମହିଳା ମୃତ

ବୌଦ୍ଧ: ବୌଦ୍ଧ ରାଧାନଗର ଗାଁରେ ରାତି ଅଧରେ ଘର ଭିତରକୁ ପଶିଲା ଇନୋଭା କାର। ଘରେ ସୋଇଥିବା ମହିଳାଙ୍କ ଉପରକୁ ମାଡ଼ିଗଲା କାର । ଘଟଣା ସ୍ଥଳରେ ମହିଳାଙ୍କ ମୃତ ହୋଇଥିବା ସୂଚନା । ମୃତ ମହିଳା ଜଣକ ହେଲେ ରାଧାନଗର…

କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପ୍ରେମିକ ଗିରଫ

କୋରପୁଟ: କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ନନ୍ଦପୁର ପୋଲିସ । ଗତ ୬ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଚାରାଗାଁର ଯୁବତୀ ଗୌରୀ ହରିଜନର ମୃତଦେହ ବାଲିପଦରଗୁଡା ନିକଟ କୋଲାବ…

ଘରେ ପଶିଲେ ୮ ଡକାୟତ, ଲୁଟି ନେଲେ ଟଙ୍କା ସହ ସୁନା

ବାଲେଶ୍ୱର: ୨ ମାସ ତଳେ ଘରକୁ ଆସିଥିଲା ନୂଆ ବୋହୂ । ତେଣୁ ଘରେ ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଥିଲା। ଏହା ଜାଣି ପାରି ଗତ ରାତିରେ ମାରଣାସ୍ତ୍ର ଧରି ଘରେ ପଶିଲେ ୮ ଡକାୟତ ।…

ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗଜପତି : ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟ ହୋଇଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜସମନ୍ତ ଗମାଙ୍ଗ ବଡଓ୍ବାର୍ଦା…