Crime

୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍: ଚଳନ୍ତା କାରରେ ବିଧବାଙ୍କୁ କରିଥିଲେ ଗଣଦୁଷ୍କର୍ମ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ…

ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

ନୟାଗଡ଼ : ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ…

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍

ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ କରାଯାଉଥିବା ସୂଚନା । ଭୁବନେଶ୍ଵରର ବାସ ଭବନରେ ମଧ୍ଯ ଚାଲିଛି ଚଢ଼ାଉ। ଟ୍ୟାକ୍ସ ଫାଙ୍କିବା ନେଇ ରେଡ…

କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନିକଟସ୍ଥ ଗେରେଡା ଗାଁର…

ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି।…

ମା’କୁ ଜୀଅନ୍ତା ଜାଳି ଦେଲା ପୁଅ

ଯାଜପୁର: ଟଙ୍କା ପାଇଁ ମା’ ହେଲା ପର । ଯିଏ ପେଟ ଚିରି ଜନ୍ମ ଦେଇଥିଲା, ତାକୁ ହିଁ ଜୀଅନ୍ତା ଜାଳିଦେଲା ପୁଅ। ମା’ ଛଟପଟ ହୋଇ ମରିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ନୃଶଂସ ପୁଅ। ଏପରି ଏକ…

ରାଜ୍ୟରେ ଅଚଳ ହେଲା ୫୧ ହଜାରରୁ ଅଧିକ ସିମ୍‌‌, ୨୪୧୭ ଡିଲର୍‌ଙ୍କୁ କଳା ତାଲିକାଭୁକ୍ତ କଲା ଟେଲିକମ୍‌‌ ବିଭାଗ

ଭୁବନେଶ୍ୱର : ଏଣିକି ମନ୍ଦ ଉଦ୍ଦେଶ୍ୟାରେ ସିମ୍‌‌ କାର୍ଡ ସଂଯୋଗ ନେବା ଆଉ ତାକୁ କାମରେ ଲଗାଇବା ସହଜ ହେବ ନାହିଁ। କିଛି ବି ଜାଲିଆତି ହୋଇଥିଲେ ଧରାପଡ଼ିବା ସୁନିଶ୍ଚିତ। ଏଥିପାଇଁ ଓଡ଼ିଶା ଟେଲିକମ୍‌‌ ବିଭାଗ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଫେସିଆଲ…

କାର ସିକ୍ରେଟ ଚାମ୍ବର ଭିତରୁ ଗଞ୍ଜେଇ ଜବତ

କଟକ: କାର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ। ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏକ ଦାମୀ କାର ଜବତ। ଉତ୍ତରପ୍ରଦେଶର ଅମଜାଦ ଖାନ ଓ ତଭରେଜ ଗିରଫ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା…

ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ

ସମ୍ବଲପୁର : ବସିଥିଲେ, ହଠାତ୍‌ ମାଡ଼ି ଆସିଲା ପାଣି। ବୁର୍ଲା ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାୱାର କେନାଲରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍‌ ପାଣି…

ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା, ଟଙ୍କା ଗାୟବ ନେଇ STF ତାଜୁବ୍‌

ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍‌ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ…