Crime

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼

ବ୍ରହ୍ମପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କରିଛନ୍ତି ଆନ୍ଦୋଳନକାରୀମାନେ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼…

ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ

ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା…

ଚିକିଟିରେ ନିର୍ବାଚନୀ ହିଂସା

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ଟି ହୋଇଥିଲା। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ…

ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ

ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ…

ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ…

ହଷ୍ଟେଲରେ ଝୁଲି ପଡ଼ିଲେ ଅର୍ଥନୀତି ବିଭାଗ ଛାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଝୁଲି ପଡ଼ିଲେ ଅର୍ଥନୀତି ବିଭାଗ ଛାତ୍ରୀ । ହେଲେ କେଉଁ କାରଣ ସେ ଆତ୍ମହତ୍ୟାର ରାସ୍ତା ବାଛିଲେ, ତାହା ଜଣାପଡ଼ି ନାହିଁ । ଗୋପାଳପୁର ଥାନା ପୁଲିସ ମୃତଦେହ ଜବତର ବ୍ୟବଚ୍ଛେଦ ପାଇଁ ପଠାଇ…

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର…

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ; ଟଳିଲେ ୨ ମାଓବାଦୀ

ଟଳିଲେ ୨ ମାଓବାଦୀ । କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନବରଙ୍ଗପୁର ଜିଲ୍ଲା ରାଇଘରରେ ଏନକାଉଣ୍ଟର । ଦୀର୍ଘ ସମୟ ହେବ ଚାଲିଥିଲା ଗୁଳି ବିନିମୟ । ଆଜି ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ରାଇଘରରେ କମ୍ବିଂ…

ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର

କଟକ : ଦିନକୁ ଦିନ ମାତୁଛନ୍ତି ଚୋର । ଚୋର ଭୟରେ ଦିନ କାଟୁଥିଲେ ଲୋକେ । ଏବେ ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର । ଦିନରେ ବୁଲି ଘର ଦେଖୁଥିଲେ ରାତିରେ ଆସି ଲୁଟୁଥିଲେ । ଲୋକଙ୍କ…

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ…