Crime

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨.୭୯ କୋଟି ଟଙ୍କାର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ…

ରାଜଧାନୀରେ ରାସ୍ତା ପାର ହେଉଥିଲେ; ୨ ଜଣଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା…

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି

ଭୁବନେଶ୍ଵର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଯାହା ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସ୍ପଷ୍ଟ ଜଣାପଡୁଛି ।…

ରାଜଧାନୀରେ ନକଲି NCERT ବହି ଭଣ୍ଡାର ଠାବ

ଭୁବନେଶ୍ୱର : ରାଜଧାନୀରେ ନକଲି ଏନସିଇଆରଟି ବହି । ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି…

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ

ଯାଜପୁର: ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ । ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।ଘରେ ବାପପୁଅ ବିଦ୍ୟୁତ୍‌ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ବାପାପୁଅ ଙ୍କର ମୃତ୍ୟୁ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ମାଡ଼

ଜଳେଶ୍ଵର : ରଣଭୂମୀ ପାଲଟିଲା ଡାକ୍ତରଖାନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ମାଡ଼ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ଇନଚାର୍ଜ ଡାକ୍ତର ଦିଲ୍ଲିପ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର । ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ…

ଗାଡ଼ି ଯାଞ୍ଚ ବେଳେ ୨୦ ଲକ୍ଷ ଟଙ୍କା ଜବତ

ଯୋଡ଼ା : କାର୍ ରୁ ମିଳିଲା ନଗଦ ୨୦ ଲକ୍ଷ ଟଙ୍କା । ବଡବିଲ ଥାନା ଭଦ୍ରସାହି ନିକଟରେ ପୋଲିସ ଯାଞ୍ଚ ସମୟରେ ଏକ କାରରୁ ୨୦ଲକ୍ଷ ଟଙ୍କା ଜବତ ହୋଇଛି । ଯୋଡ଼ାରୁ କୋଇଡା ଅଭିମୁଖେ ଯାଉଥିଲା କାର ।…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି

କେନ୍ଦ୍ରାପଡା: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ…

ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ନିର୍ବାଚନ ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏତେ ପରିମାଣରେ ଟଙ୍କା ମିଳିଛି । ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଅନ୍ୟ ଜଣେ…