Crime

ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି…

ପଇସା ପାଇଁ ପୁତୁରାକୁ ହତ୍ୟା କଲା କାକା! ସପ୍ତାହକ ପରେ ଅଭିଯୁକ୍ତ ଗିରଫ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗ୍ରାମର ଜଣେ ନିଖୋଜ ୧୫ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ଟିଟିଲାଗଡ଼ ପୁଲିସ ସମ୍ପର୍କୀୟ କାକା ରୋହନ ବାଗକୁ ଗିରଫ କରିଛି। ସେ ପୁତୁରାକୁ ଅପହରଣ କରିବା ପରେ ଏକ ବେନାମୀ ଚିଠି…

ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ, ୨୨ ବନ୍ଧୁକ ଜବତ ଓ ୩ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା…

ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର, ଚାକିରି କରାଇବା ନାରେ ରଖାଯାଇଥିଲା ବନ୍ଦୀ

ବାରିପଦା : ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖା…

କ୍ରିପ୍ଟୋ କରେନ୍ସୀରେ ବିନିଯୋଗ ନାଁରେ ୧୪ କୋଟି ଠକେଇ, ୨ ଠକ ଗିରଫ

ଭୁବନେଶ୍ୱର : କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଅଭିଯୋଗ ପରେ ୨ କାର୍ପଟଦାରଙ୍କୁ ଗିରଫ କଲା ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ…

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ନୂଆପଡା: ବାଇକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକ ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।…

ଡାହାଣୀ ସନ୍ଦେହରେ କରିଥିଲେ ହତ୍ୟା, ମିଳିଲା ଆଜୀବନ କାରାଦଣ୍ଡ

ଡାହାଣୀ ସନ୍ଦେହରେ ହତ୍ୟା କରିବା ପଡ଼ିଲା ମହଙ୍ଗା। ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜି କେସର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ…

ମଦ ଉଜାଡି ଦେଲା ସୁନା ସଂସାର: ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’

ମାଲକାନଗିରି: ଅନ୍ତ ଫାଡି ପୁଅକୁ ଜନ୍ମ ଦେଇଥିଲା ମା’ । କିନ୍ତୁ ମଦ ଆଗରେ ଫିକା ପଡିଗଲା ମାତୃତ୍ଵ । ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପୁଣି ସିରିଜ୍‌ ଲୁଟ୍‌, ୩ଟି ଘରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ : ମାତିଛନ୍ତି ଲୁଟେରା । ଥମୁନି ଲୁଟେରାଙ୍କ ବିତ୍ପାତ । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍‌ କରୁଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ…

ନାବାଳିକାକୁ ଅପହରଣ କରି ଘୃଣ୍ୟ କର୍ମ କଲା ବିବାହିତ ଯୁବକ

ଭୁବନେଶ୍ୱର : ଆଜିର ଦୁନିଆରେ ସମାଜ ଭିତରେ ରହୁଥିବା ମଣିଷ ମାନଙ୍କ ଭିତରୁ କିଛି ଏମିତି ପୁରୁଷ ଅଛନ୍ତି ସେମାନଙ୍କ ଗୁଣ ଗାରିମା କଥା ନକହିବା ଭଲ । କିନ୍ତୁ ଏମାନଙ୍କ କଥା ସହିତ ଏମାନେ ସମସ୍ତଙ୍କ ସାମ୍ନାକୁ ଆସିବା ନିହାତୀ…