Crime

ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ୱାର୍ଡର ସସ୍‌ପେଣ୍ଡ

ଭୁବନେଶ୍ଵର; ଝାରପଡା ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ଘଟଣା । ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ…

ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ନୂଆପଡ଼ା: ନୂଆପଡ଼ା ସିନାପାଲି ଥାନା ଅଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା ।…

୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

ଭଦ୍ରକ : ଗ୍ରାହକଙ୍କ ମାଡ଼ରେ ଦୋକାନୀର ଚାଲିଗଲା ଜୀବନ । ଗ୍ରାହକଙ୍କୁ ସଉଦା ବିକ୍ରି କରିଥିଲେ ହେଲେ ସେହି ସଉଦା ବିକ୍ରି ତାଙ୍କର ଶେଷ ବିକ୍ରି ହୋଇଗଲା । କାରଣ ସାମାନ୍ୟ ୪୦ ଟଙ୍କା ପାଇଁ ତାଙ୍କର ଜୀବନ ନେଇଗଲେ ଗ୍ରାହକ…

ଫତେଗଡ ରାମ ମନ୍ଦିରରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି

ବାଙ୍କୀ : ରାମ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଧରି ଛୁ…

ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ। ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଂଗୀତା ମହାପାତ୍ର ଠିକାଦାରଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ୧୮ ଲକ୍ଷର ବିଲ୍‌ ପାସ୍‌ ପାଇଁ ୨ ଲକ୍ଷ ୧୫ ହଜାର…

ଝାରପଡ଼ା ଜେଲରେ କମିଶନରେଟ୍‌ ପୁଲିସର ରେଡ୍‌; ମିଳିଲା ଗଞ୍ଜେଇ, ଚିଲମ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି। ଜେଲରେ ଗାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଥିବା ସୂଚନା ମିଳିଛି। ଜେଲର ପ୍ରତ୍ୟେକ ସେଲରେ ଛାନଭିନ୍ କରିଛି ସ୍ପେଶାଲ ଟିମ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ…

ବ୍ରହ୍ମପୁରରେ ମସଲା ଅପମିଶ୍ରଣ କାରଖାନା ଠାବ, ମାଲିକ ଅଟକ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗରରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଉପରେ ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଛି। ବ୍ରଜରାଜନଗରର ଚାରି ନମ୍ବର ଗଳିରେ ଥିବା ଏକ ଘରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି…

ପିଇଓଙ୍କଠାରୁ ୪.୬୪ ଲକ୍ଷ ଟଙ୍କା ଲୁଟ୍‌

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥର ଦନ୍ଦରା ନିକଟରେ ବଙ୍ଗୋମୁଣ୍ଡା ପଞ୍ଚାୟତର ପିଇଓ ସତ୍ୟ କୁମାର ଘିଭେଲାଙ୍କଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପିଇଓ ସତ୍ୟ କୁମାର ଘିଭେଲା ଓ…

ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ବାନ୍ଧିଲା ବାଲିପାଟଣା ପୋଲିସ । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ…

ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି: ଟଳିଲେ ୪ ହାର୍ଡକୋର ମାଓବାଦୀ । ଛତିଶଗଡ଼ ଗଡ଼ଚିରଲୀ ପୋଲିସକୁ ସଫଳତା । କୋଲାମାରକା ଜଙ୍ଗଲରେ ପୋଲିସ୍ – ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ୍ ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଉ…