Crime

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ

ଭୁବନେଶ୍ୱର : ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ । ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ । ଏପରି ଘଟଣା ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଛି । ଗତକାଲି…

ପୁରୀରେ ପୁଣି ବୋମାମାଡ, ୪ କର୍ମଚାରୀ ଗୁରୁତର ଆହତ

ପୁରୀ : ପୁରୀରେ ପୁଣି ବୋମାମାଡ । ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ । ଏହି ବୋମାମାଡ ମାଡ଼ରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା…

ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି: ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା…

ପାସପୋର୍ଟ ଅଫିସ ନିକଟରୁ ଅପହୃତ ଯୁବକ ପୁରୀରୁ ଉଦ୍ଧାର

ଭୁବନେଶ୍ୱର : ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ଭୁବନେଶ୍ବର ପୁରୁଣା ପାସପୋର୍ଟ ଅଫିସ ସାମ୍ନାରୁ ଅପହରଣ କରାଯାଇଥିବା ବେଳେ ପୁରୀରୁ ତାଙ୍କୁ ଉଦ୍ଧାର କରିଛି…

EDରେ ହାଜର ହେଲେ ବ୍ୟବସାୟୀ ସାଗର ରାୟ

ଭୁବନେଶ୍ୱର : ଅର୍ଥତର୍ତ୍ତ୍ବ ଚିଟ୍ ଫଣ୍ଡ ମାମଲାରେ ଆକ୍ସନ୍ ମୋଡରେ ଇଡି । EDରେ ହାଜର ହୋଇଛନ୍ତି ବ୍ୟବସାୟୀ ସାଗର ରାୟ । ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ…

କଟକରେ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

କଟକ: କଟକ କମିଶନରେଟ ପୁଲିସ ହାତରେ ପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ। ପଶ୍ଚିମବଙ୍ଗର ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ…

ଟିଟିଲାଗଡ଼ କାରାଗାରରୁ ୨ କଏଦୀ ଫେରାର ମାମଲା: ୱାଡେନ୍‌ ନିଲମ୍ବିତ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌…

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଟାୟାର ଜାଳି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ : ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର। ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଛାତ୍ରୀ ଜଣକ କଲେଜ ଯାଉଥିବା ସମୟରେ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଖି ବୁଜିଲେ ଛାତ୍ରୀ । ପ୍ରତିବାଦରେ…

ଜଗତପୁରରୁ ୩ ବନ୍ଧୁକ ବେପାରୀ ଗିରଫ, ୪ ବନ୍ଧୁକ ଜବତ

କଟକ: ପୋଲିସ ପଞ୍ଝାରେ ୩ ବନ୍ଧୁକ ବେପାରୀ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ…

ସୁନା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ଭଦ୍ରକ : ଲୁଟ ଲୁଟ ଲୁଟ୍‌ , ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ…