Crime

ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ…

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ…

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ। ଜଣ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ପୂର୍ବତନ ବ୍ଯାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ…

ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ…

ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ…

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ…

ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା

ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ…

ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି

ଭୁବନେଶ୍ବର : ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି। ରାଷ୍ଟ୍ରପତିଙ୍କ ଡ୍ଯୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । INSAS ରାଇଫଲ ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ IR ବାଟାଲିୟନର…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି…

ଏସଟିଏଫ କବଜାରେ ବାଘ ଛାଲ ବେପାରୀ

ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍…