ବଲାଙ୍ଗୀର ରେଳ ଧାରଣରୁ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…
ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ ।…
ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର…
ନବରଙ୍ଗପୁର ବନବିଭାଗକୁ ମିଳିଛି ସଫଳତା। ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ। ୩ ଅଭିଯୁକ୍ତ ଗିରଫ ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ବିଶେଷସୂତ୍ରରୁ ଖବର ପାଇଁ ବନ ବିଭାଗ ଚଢ଼ଉ କରି ଅଭିଯୁକ୍ତଙ୍କୁ…
ଯାଜପୁର: ଯାଜପୁରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଘରପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନିୟ ଘଟଣା । ମୃତ ଶିଶୁର…
ପାରାଦୀପ : ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି ।…
ଭୁବନେଶ୍ୱର: ପାରିବାରିକ ସମସ୍ୟାର ସମାଧାନ କରିବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଜ୍ୟୋତିଷକୁ ଉଠାଇ ଆଣିଛି କମିସନରେଟ୍ ପୁଲିସ। ଗିରଫ ଜ୍ୟୋତିଷ ହେଉଛି ଭଦ୍ରକର ନୀଳାମ୍ବର ପାଣି। ତାକୁ ଉଠାଇ ଆଣିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା…
ଭୁବନେଶ୍ଵର: ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିଲେ ଟ୍ରାଫିକ ଇନସପେକ୍ଟର। ବାଟରୁ ଟ୍ରାଫିକ ଇନସପେକ୍ଟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା ଜବତ କରିବା ସହ ତାଙ୍କ…
ଭୁବନେଶ୍ୱର : ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ପୁରୀ ବାଇପାସ୍ ରାସ୍ତା କାମ ଚାଲିଥିବା ବେଳେ ଏହି କାମକୁ ଅଟକାଇଥିଲେ ୨୯ ନମ୍ବର କର୍ପୋରେଟର ଅପୂର୍ବ ରାଉତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ମଞ୍ଚେଶ୍ବର…
ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ…