Crime

ସମ୍ବଲପୁର ମଣ୍ଡଳ କାରାଗାରରୁ ବିଚାରାଧୀନ କଏଦୀ ଚମ୍ପଟ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ସିସିଟିଭି ଆଧାରରେ ଛାନଭିନ୍ କରୁଛି ସମ୍ବଲପୁର ପୋଲିସ । ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ବାଥରୁମ୍ ଯିବା ବାହାନାରେ ଚମ୍ପଟ ମାରିଥିଲେ । ତେବେ…

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା ଗିରଫ

ଭୁବନେଶ୍ଵର: ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା । ଦୀର୍ଘ ୨୩ ଦିନ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା…

ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ

ଗଜପତି : ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା ସ୍ୱାମୀ । ହେଲେ ମଝି ରାସ୍ତାରେ ଧୋକା ଦେଇ ସ୍ତ୍ରୀର ଜୀବନ…

ପାରାଦୀପ ଜାହାଜରୁ ୨୨ ପ୍ୟାକେଟ କୋକେନ ଜବତ

ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ…

ବ୍ୟାଙ୍କ ଶାଖାରେ ସନ୍ଦିଗ୍ଧ ଭାବେ ବୁଲୁଥିବା ୩ ଯୁବକ ଅଟକ, ତଦନ୍ତ ଜାରି

ଘଷିପୁରା: ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରେ ସନ୍ଦିଗ୍ଧ ଭାବେ ବୁଲୁଥିବା ୩ ଜଣ ଯୁବକଙ୍କୁ ଉଠାଇ ନେଲା ଘଷିପୁରା ପୋଲିସ। ଘଷିପୁରା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନି ବଢିବାକୁ ଲାଗିଥିବା ବେଳେ ଏଥିପ୍ରତି ସଜାଗ ରହିବାକୁ ତୀକ୍ଷ୍ଣ ନଜର…

ନକଲି ଟଙ୍କା ଦେଇ ଛେଳି ନେଇଗଲା ମାଉଁସ ଚୋର

ବେଗୁନିଆ: ଛାଡ଼ଖାଇରେ ଆମିଷର ବଢିଛି ଚାହିଦା । ଏହାକୁ ନଜରରେ ରଖି ଗ୍ରାମାଞ୍ଚଳ ଉପରେ ଦୃଷ୍ଟି ରଖିଛନ୍ତି ଛେଳି ଚୋରାଳି। ନକଲି ଟଙ୍କା ଦେଇ ଅସାଧୁ ବେପାରି ମଫସଲିଆ ଲୋକଙ୍କୁ ଲୁଟି ନେଉଥିବାର ଦେଖିବାକୁ ମିଳିଛି। ନଅ ହଜାର ଟଙ୍କାର ଜାଲନୋଟ…

ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା

ଭୁବନେଶ୍ୱର: କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି…

ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ

ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା ।…

ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ। ସୂଚନା ଅନୁସାରେ…

ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ

ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ…