Crime

୧୦୦ ଯୁବତୀଙ୍କୁ ନକଲି ଇନଷ୍ଟା ଜାଲରେ ପକାଇ ଟଙ୍କା ଲୁଟୁଥିବା ଓଡ଼ିଆ ଶ୍ରମିକଙ୍କୁ ବାନ୍ଧିଲା ପୋଲିସ

କଟକ:ନାବାଳିକାଙ୍କ ଫଟୋକୁ ଏଡିଟ କରି ନକଲି ଇନଷ୍ଟା ଆକାଉଣ୍ଟରେ ଅପଲୋଡ କରୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସାଇବର ଏବଂ ଇକୋନମିକ ୱିଙ୍ଗ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ଦିନେଶ କୁମାର ସେଠି ଓରଫ ବାବୁ ଏବଂ…

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ : ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ରୁମାପାହାଡି ଗାଁର ତୋପଇ ମହାନ୍ତ । ଗତ ୧୦ ତାରିଖରେ ସାପ୍ତାହିକ ହାଟକୁ ଯାଇ ନିଖୋଜ ହୋଇ ଯାଇଥିଲେ…

ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର…

ସାପୁଆ କେଳା ଖୋଲିଲା ସାପ ରହସ୍ୟ, ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଜେଲରେ

ଗଂଜାମ: ସାପୁଆ କେଳା ଖୋଲିଲା ସାପ ସୁପାରୀ ରହସ୍ୟ। କେମିତି ଚାଲ୍ କରି ସ୍ତ୍ରୀ ଓ କୁନି ଝିଅକୁ ମାରିଲା ସୈତାନ ସ୍ବାମୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେଏଭଳି ଅମାନୁଷିକ ଘଟଣା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ…

ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଓଗଡ଼ ତୁଳସୀ ପାହାଡ଼ରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓଗଡ଼ ତୁଳସୀ ପାହାଡ଼ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି DVF ଯବାନ । ସୂଚନା ଅନୁସାରେ, ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରେ ପୋଲିସକୁ ଟାର୍ଗେଟ କରିବା…

୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦…

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ

ପୁରୀ: ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ । ରେଡକ୍ରସ୍ ରୋଡରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁରା…

ଲିଭ-ଇନ ପାର୍ଟନରଙ୍କୁ ହତ୍ୟା: ମୁମ୍ବାଇରୁ ଗିରଫ ହେଲେ ଓଡ଼ିଆ ଯୁବକ

ମୁମ୍ବାଇ/ଭୁବନେଶ୍ୱର:ମୁମ୍ବାଇ କ୍ରାଇମବ୍ରାଞ୍ଚ ଓଡ଼ିଶାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ତାଙ୍କ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିବା ପରେ ରବିବାର ମୃତ ଦେହକୁ ଏକ ଆଟାଜରେ…