ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ
କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର…
କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର…
ଭୁବନେଶ୍ୱର : ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ…
ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ…
ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ…
ଭୁବନେଶ୍ୱର:୨୪ ଘଣ୍ଟାରେ ତିନି ତିନୋଟି ହତ୍ୟାକାଣ୍ଡ । ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଛାତିରେ । ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟାଙ୍କୁ ନିର୍ମମ ହତ୍ୟା । ଯେମିତି ରାଜଧାନୀରେ ଅସୁରକ୍ଷିତ ନାରୀ । ଗତକାଲି ୩…
ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ…
ସୁନ୍ଦରଗଡ: ବାପା ମାଆ ପୁଅ ଜନ୍ମ କରିଥାନ୍ତି ବୃଦ୍ଧା ଅବସ୍ଥାରେ ସାହାରା ଦେବ । ମୃତ୍ୟୁ ପରେ ମୁଖାଗ୍ନି ଦେବ । ଏମିତି କେତେ ଆଶା ଥାଏ ବାପା ମାଆ ଙ୍କ ର । ହେଲେ ସେହି ପୁଅ ସାହାରା ଦେବା…
ଭୁବନେଶ୍ବର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଅପଡେଟ୍ କେସ ଡାଏରି…
ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ମୃତଦେହ…
ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ସୂଚନା ପାଇ ଅମ୍ବାଭୋନା ଥାନାଧିକାରୀ ବୁଲୁ…