Crime

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ…

ଡି-ବ୍ରଦର୍ସ ନାଁରେ ଟ୍ୟୁସନ ସାର୍ ଆଦାୟ କରୁଥିଲେ ଦାଦାବଟି, ୨ ଅଭିଯୁକ୍ତ ଗିରଫ

କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ…

ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ।…

ଅମ୍ବାଭୋନା ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ଶତାଧିକ ବ୍ୟକ୍ତି

ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ । ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ 30ରୁ ଉର୍ଦ୍ଧ୍ଵ ବ୍ୟକ୍ତି । ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ଗଣ୍ଡଗୋଳର କାରଣ ବୋଲି ଅଭିଯୋଗ ହୋଇଛି । ପିକନିକ…

ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ…

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା ଟଙ୍କା ଆଉ ପ୍ଲଟ, ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ…

୨ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ କମୁନି ଭିଡ଼, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି

ଭୁବନେଶ୍ବର : ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ କରୁଛି…

ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲ ବାରଣରୁ ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକରେ ଥିବା ଏକ ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ସ୍କୁଲର ଛାତ୍ରାବାସର ୧୦ମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ…