Crime

ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ

ସାଙ୍ଗ ଲୁଟିନେଲା ୩୫ ଲକ୍ଷ । ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ୩୫ ଲକ୍ଷର ଚୁନା । ସାଙ୍ଗ ହେବା ଆଳରେ ଟଙ୍କା ନେଇଗଲେ ଡାଟା ସାଇଣ୍ଟିଷ୍ଟ। ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭୁବନେଶ୍ବର ସାଇବର ଥାନା । ଏହା ସହ ନଗଦ…

ଟ୍ରକକୁ ଧକ୍କା ହେଲା କାର୍‌: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍‌ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ…

ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ

ଗୁଣପୁର: ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଗୁଣପୁର ସହରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତ ୬ ମାସ ମଧ୍ୟରେ ସହରରେ ଏହା ତୃତୀୟ ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ…

ପୁଣି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ, ଏସ୍‌ଆଇ ଓ କନଷ୍ଟେବଲଙ୍କୁ ହାଣିଲେ

ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ…

ଭତ୍ତା ଟଙ୍କା ଧରି ଦୌଡିଲେ ଯୁବକ, ଥାନାରେ ଏତଲା

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଶାଳଦେଇ ଗ୍ରାମପଞ୍ଚାୟତରେ ଚାଲିଥିଲା ଭତ୍ତା ବଣ୍ଟନ। ପଞ୍ଚାୟତ ଜିଆରଏସ ଅଶୋକ ସାହୁ ୨ ଲକ୍ଷ ୪ ହଜାର୬ ଶହ ଟଙ୍କା ଉଠାଇ ୯୭ ଜଣକୁ ଭତ୍ତା ବଣ୍ଟନ କରିସାରିଥିବା ବେଳେ ଅଚାନକ ଗାଁର…

ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

ଗଞ୍ଜାମ : ଖଲ୍ଲିକୋଟ ରମ୍ଭା ଥାନା ବଡରାମପଲ୍ଲୀ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗାଁ ରାସ୍ତାରେ…

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର…

୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ

ଭୁବନେଶ୍ବର: ପୂଜାମଣ୍ଡପରେ ମାତିଲେ ଲୁଟେରା। ଭୁବନେଶ୍ବର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ ଆତଙ୍କ। ୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ । ସକାଳ ସାଢେ ୧୦ଟାରୁ ୧୦ଟା ୪୫ ମିନିଟ ଧ୍ୟରେ ଦୁର୍ଗା ମଣ୍ଡପରୁ ଝାମ୍ପିନେଲେ ସୁନା…

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ…

ପୁରୀରୁ ହାତୀ ଦାନ୍ତ ଜବତ, ତିନି ଅଭିଯୁକ୍ତ ଗିରଫ

ପୁରୀ : ପୁରୀରେ ହାତୀ ଦାନ୍ତ ଜବତ । ପୁରୀ ସେଣ୍ଟ୍ରାଲ ସ୍କୁଲ ପଛପଟେ ଚଢାଉ କରି ୪୪୨ ଗ୍ରାମର ଦୁଇ ଖଣ୍ଡ ହାତୀ ଦାନ୍ତ ଜବତ କଲା ପୁରୀ ତାଳବଣିଆ ଥାନା ପୋଲିସ । ହାତୀ ଦାନ୍ତ ସହ ଗୋଟିଏ…