Crime

ସାଲିଆ ସାହିରେ ଚଢାଉ, ବିପୁଳ ମଦ ସାମଗ୍ରୀ ଜବତ, ୧୫ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ମଦ ପ୍ରସ୍ତୁତ ହେଉଥିବାବେଳେ ଛାପା ମାରିଛି ଅବକାରୀ ଥାନା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି…

କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ

ଅନୁଗୁଳ: କୋଟିପତି ଜେଇଙ୍କ ମାଳ ମାଳ ଘର ଓ ଫ୍ଲାଟ। ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସ ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ରେଡ୍ । ସମଗ୍ର ଶିକ୍ଷା ଅଭିଯାନରେ ପାଲଲହଡ଼ା ବିଇଓଙ୍କ କାର୍ଯ୍ୟାଳୟରେ ଟେକ୍ନିକାଲ କନସଲଟାଣ୍ଟ ଭାବେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ…

ଶ୍ୱଶୁର ଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ବଙ୍ଗୋମୁଣ୍ଡା ଥାନା ମାଲପଡା ଗାଁରେ ବିଳମ୍ବିତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର: ଅଟକାଇଲେ, ହାଣି ଫେରାର ହୋଇଗଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସର୍ତରପୁର ସୁଇସଗେଟ ନିକଟରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ରତିକାନ୍ତ ଦଳାଇ। ଗତକାଲି ରାତିରେ ରତିକାନ୍ତ…

ରାଜଧାନୀ ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ରାତିରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା…

ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

ଭୁବନେଶ୍ୱର: ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ…

ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ…

ଲାଞ୍ଚ ଟଙ୍କାରେ ୮୦ ଲକ୍ଷରେ ଫ୍ଲାଟ କିଣି ମାଙ୍କୁ ଉପହାର ଦେଇଥିଲେ ଡାକ୍ତର

ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ସ୍ବତନ୍ତ୍ର…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର : କ୍ରାଇମବ୍ରାଞ୍ଚ STF କବ୍ଜାରେ ବ୍ରାଉନସୁଗର ବେପାରୀ । ମୟୁରଭଞ୍ଜରୁ ବ୍ରାଉନସୁଗାର ଆଣି କେନ୍ଦୁଝରକୁ ଫେରୁଥିଲା ବ୍ରାଉନସୁଗାର ବେପାରୀ ଦେବାନନ୍ଦ ସାମଲ । ସିଲୁଆଁ ଛକ ନିକଟରେ ମାଡ଼ି ବସିଲା STF । ଦେବାନନ୍ଦ ଆନନ୍ଦପୁର ଅଞ୍ଚଳର । ତା’…