Crime

ମଦ ପିଉଥିଲେ ବୋଲି ନିଶାନିବାରଣ କେନ୍ଦ୍ର ଛାଡିଥିଲି, ହେଲେ ମୋ ସ୍ୱାମୀଙ୍କୁ ମାରିଦେଲେ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ପରିସର । ଯେଉଁଠି ଜମିଥିଲା ଉତ୍ତେଜନା ସହ ପ୍ରବଳ ଲୋକ ଗହଳି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମକୁ ନ୍ୟାୟ ଦରକାର। ସେହି ହୋହାଲ୍ଲା ଭିତରେ ଜଣେ ମହିଳା କଇଁ…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର

ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଅଭିନବ ଉପାୟରେ ଲୁଟୁଛି ନାବାଳକ ଗ୍ୟାଙ୍ଗ, ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପରେ କରୁଛି ବ୍ଲାକମେଲିଂ

ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ଦୁଇ ଜଣ ଯୁବକଙ୍କୁ ଲୁଟିଛନ୍ତି ନାବାଳକ ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା ପଣ୍ଡ। ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ସୂଚନା ଅନୁସାରେ, ଜଟଣୀ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ…

ଦୁଇ ଗୋଷ୍ଠୀ ମୁହାଁମୁହିଁ: ଭୁଜାଲି ଆକ୍ରମଣରେ ୩ ଗୁରୁତର

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏତିକି ବେଳେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ…

ମୋ ବସ୍‌ ଯାତ୍ରୀଙ୍କ ଠାରୁ ୨୦ ହଜାର ଲୁଟ୍

କଟକ : ବଢ଼ୁଛି ଲୁଟେରାଙ୍କ ଉପଦ୍ରବ । ମୋ ବସ୍‌ରେ ପୁଣି ଲୁଟ୍ ହୋଇଛି । ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ଏନେଇ କଟକ ଜିଲ୍ଲା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।…

ସୁନ୍ଦରୀଙ୍କ ମାୟାଜାଲରେ ଫସିଲେ ଦୁଇ ବିଏସ୍‌ଏଫ୍‌ ଯବାନ

ଭଦ୍ରକ : ହନିଟ୍ରାପରେ ବିଏସ୍‌ଏଫ୍‌ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି…

ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ରାଉରକେଲା ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବାକୁ ଯାଇଥିବାବେଳେ ASI ଅଲିସା ଲୁଗୁନୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଅଲିସାଙ୍କ ପରିବାର। ଏନେଇ ଉଦିତନଗର…

ଜଙ୍ଗଲରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲରୁ ଆଜି ଅପରାହ୍ନରେ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ…

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଛାତ୍ର ମୃତ୍ୟୁ ଘଟଣାର ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ବାଲେଶ୍ଵର: ଶିକ୍ଷକଙ୍କ ଗୋଇଠା ମାଡ଼ରେ ଚାଲିଗଲା ୧୫ବର୍ଷ ଛାତ୍ରର ଜୀବନ । ଘଟଣାଟି ଶୁଣିଲା ବେଳକୁ ଛାତି ଥରି ଉଠୁଛି । ଜଣେ ଶିକ୍ଷକ ଏତେ ନିଷ୍ଠୁର କେମିତି ହୋଇପାରିବ । ନିଜ ଛାତ୍ରକୁ ଏମିତି ଗୋଇଠା ମାରିବାକୁ ତାଙ୍କ ଗୋଡ…