National & International

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବାଦ : ଶେଷରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ…

ଆନନ୍ଦମୋହନଙ୍କ ମୁକ୍ତି ପ୍ରସଙ୍ଗରେ ବିହାର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦଣ୍ଡାଦେଶ ସମୟ ଅବ୍ୟବହିତ ପୂର୍ବରୁ ଜେଲ୍‌ରୁ ମୁକ୍ତ କରାଯାଇଥିବା ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟ ବିହାର ସରକାର ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ‘ଆଇଏଏସ୍‌’ ଅଫିସର୍‌ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯିବା…

‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରର ପ୍ରଦର୍ଶନକୁ ନିଷେଧ କରିବା ଭୁଲ୍‌: ଶବାନା ଆଜମୀ

ମୁମ୍ବାଇ: ସୁଦୀପ୍ତ ସେନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋର’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୋମବାର କହିଛନ୍ତି ଯେ ‘କେରଳ ଷ୍ଟୋରି’ର ପ୍ରଦର୍ଶନକୁ ନି‌ଷେଧ କରିବା ଭୁଲ। ଯେଉଁମାନେ ଆମୀର…

ଖଡଗେଙ୍କୁ ହତ୍ୟା ଧମକ ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର/ ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାଜସ୍ଥାନ ପୁଲିସ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାୱାରଙ୍କ ବିରୋଧରେ…

୩ୟ ମେଣ୍ଟ ଗଠନ ଉଦ୍ୟମ ଜୋରଦାର, ନବୀନଙ୍କୁ ଭେଟିବା ପରେ ଶରଦ ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିବାକୁ ମୁମ୍ବାଇ ଯିବେ ନୀତୀଶ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଏକ ୩ୟ ମେଣ୍ଟ ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି । ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି…

ଗୁଜୁରାଟରେ ବିଜେପି ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା, ହତ୍ୟାକାରୀ ଫେରାର

ଅହମ୍ମଦାବାଦ: ଗୁଜୁରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ…

ଅନ୍ତଃବସ୍ତ୍ର ପିନ୍ଧିଥିବାରୁ ଚେନ୍ନାଇର ଜଣେ ନିଟ୍ ଆଶାୟୀଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଲାନି

ଚେନ୍ନାଇ : ଚେନ୍ନାଇର ଗୋଟିଏ ପରୀକ୍ଷା ହଲ୍‌ରେ ବ୍ରା ବା ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍‌ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନି। ସେମାନଙ୍କୁ ପରୀକ୍ଷା ହଲରେ ବଳ ପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ…

ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖକୁ ଗଲା ବିଜେପି

ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ସବୁ ଦଳ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏସବୁ ଭିତରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ…

ମନୀଷ ସିସୋଦିଆଙ୍କୁ ମେ’ ୨୩ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଆପ୍‌ ନେତାଙ୍କୁ ମିଳିନି କୌଣସି ପ୍ରକାରର ଆଶ୍ୱସ୍ତି। ଆଜି ତାଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ରୋଜ…

ପଶ୍ଚିମବଙ୍ଗରେ ବ୍ୟାନ ହେଲା କେରଳ ଷ୍ଟୋରି

କୋଲକାତା : ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ…