National & International

୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ, ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : ୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ । ଲୋକସଭାରେ ବଡ଼ ପରିବର୍ତ୍ତନ । ୫୪୩ ରୁ ୮୫୦ ହେବେ ସାଂସଦ ! ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ । ଭାରତୀୟ ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ…

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ

ବିହାର : ବିହାରରେ ନୀତିଶ କୁମାରଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେଲେ ସମ୍ରାଟ ଚୌଧୁରୀ । ବିହାରରେ ପ୍ରଥମ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର : ବିହାରରେ ଶେଷ ହେଲା ବଡ଼ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ନୀତିଶ କୁମାର ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଗତ୧୧…

୧୩୬ ତମ ଜୟନ୍ତୀ ଅବସରରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନସ୍ଥାନରେ ବଡ଼ ଧୂମଧାମରେ ପାଳନ କରାଯାଉଛି ଆମ୍ବେଦକରଙ୍କ ଜନ୍ମ ଦିବସ । ଏହାରି ମଧ୍ୟରେ ରାଷ୍ଟ୍ରପତି ଦ୍ରୋପଦୀ…

ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣଙ୍କୁ ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ : ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର…

ଶାନ୍ତି ଆଲୋଚନା ବିଫଳ ପରେ ଇରାନର ବନ୍ଦରଗୁଡ଼ିକୁ ଘେରିଛି ଆମେରିକା

ଆମେରିକା : ଆମେରିକା-ଇରାନ ମଧ୍ୟରେ ପରମାଣୁ ଯୁଦ୍ଧ! । ଇରାନ କହୁଛି ୫ ବର୍ଷ, ଆମେରିକା ମାଗୁଛି ୨୦ ବର୍ଷର ରୋକ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ ଆଲୋଚନା ଏବେ ଏକ ବଡ଼ ଅଚଳାବସ୍ଥାରେ ପହଞ୍ଚିଛି ।…

ହର୍ମୁଜ ପ୍ରଣାଳୀରେ ଯୁଦ୍ଧ ଆଶଙ୍କା, ଆମେରିକା-ଚୀନ୍ ମଧ୍ୟରେ ସଂଘର୍ଷର ଆଶଙ୍କା

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା…

ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ : ୧୦ ଶ୍ରମିକ ମୃତ

ଛତିଶଗଡ଼ : ବେଦାନ୍ତ ପାୱାର ପ୍ଲାଣ୍ଟରେ ଆଜି ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଛତିଶଗଡ଼ର ସକ୍ତି ଜିଲ୍ଲାରେ ଥିବା ବେଦାନ୍ତ ଲିମିଟେଡର ଏକ ପାୱାର ପ୍ଲାଣ୍ଟରେ ଆଜି ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଏକ…

ପୁଣି ଆରମ୍ଭ ହେବ ଆମେରିକା-ଇରାନ ଶାନ୍ତି ଆଲୋଚନା, ଇସଲାମାବାଦରେ ହେବ ବୈଠକ

ନୂଆଦିଲ୍ଲୀ : ପୁଣି ଆରମ୍ଭ ହେବ ଆମେରିକା-ଇରାନ ଆଲୋଚନା । ଶାନ୍ତି ପ୍ରତିଷ୍ଠା ପାଇଁ ଇସଲାମାବାଦରେ ହେବ ବୈଠକ । ବିଭିନ୍ନ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ଓ ଇରାନର ପ୍ରତିନିଧି ଦଳ ଚଳିତ ସପ୍ତାହ ଶେଷ ସୁଦ୍ଧା…

ଓଭରଟାଇମ୍ କଲେ ମିଳିବ ଡବଲ୍‌ ଦରମା; ଶ୍ରମିକଙ୍କ ହିତ ପାଇଁ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ନୋଏଡା ଏବଂ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ। ସରକାରଙ୍କ…