National & International

ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ‘ବନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନୂଆ ଯୁଗ । ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ‘ବନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ‘ଭନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରି ବନ୍ୟପ୍ରାଣୀ ସଂରକ୍ଷଣ ଏବଂ…

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ, ୯୨ ବର୍ଷ ବୟସରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସଲେ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଦିଦି । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ…

ଯମୁନା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ଏଯାଏଁ ୫ ନିଖୋଜ ; ଠିକାଦାର ଓ ନାବିକ ଗିରଫ

ଉତ୍ତରପ୍ରଦେଶ : ମଥୁରା ବୃନ୍ଦାବନର କେଶି ଖାଟରେ ଯମୁନା ନଦୀରେ ଡଙ୍ଗା ବୁଡିବା ଯୋଗୁଁ ଏଯାଏଁ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ଲୁଧିଆନାରୁ ଆସିଥିବା ଶ୍ରଦ୍ଧାଳୁ ଯମୁନାରେ ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣା ପରେ…

ଟାୟାର ବଦଳୁଥିବା ବେଳେ ମାଡ଼ିଗଲା ଟ୍ରକ, ୫ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଡିଣ୍ଡୋରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ପାଞ୍ଚ ଜଣ ଲୋକଙ୍କୁ ଧକ୍କା ଦେଇଥିଲା ଟ୍ୟାଙ୍କର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି…

ଶାନ୍ତି ଆଲୋଚନା ବିଫଳ, ଅଡୁଆ ହେଲା ଆଣବିକ ସର୍ତ୍ତ

ନୂଆଦିଲ୍ଲୀ : ଅଡୁଆ ହେଲା ଆଣବିକ ସର୍ତ୍ତ । ଆମେରିକା-ଇନାର ଆଲୋଚନା ବିଫଳ । ଆମେରିକା ସର୍ତ୍ତ ମାନିଲାନି ଇରାନ । ଇସଲାମାବାଦରେ ୨୧ ଘଣ୍ଟାର ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ଖାଲି ହାତରେ ଫେରିଲା ଆମେରିକା । ଆମେରିକା ଉପରାଷ୍ଟ୍ରପତି…

ବଙ୍ଗରେ ନିର୍ବାଚନ ତାତି ; ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ରେଡ୍

କୋଲକତା: ଶନିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ଚଢ଼ାଉ କରିଛି। ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଚଢାଉ କରିଥିବା ସୂଚନା ରହିଛି। ପଶ୍ଚିମବଙ୍ଗରେ…

ଡିଏ କୁ ନେଇ ସୁପ୍ରିମ ନିଷ୍ପତ୍ତି: ପେନସନଭୋଗୀଙ୍କୁ ମିଳିବ ବେଶି ଫାଇଦା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଡିଏ ଏବଂ ଡିଆର୍‌ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବା ସମୟରେ ରାଜ୍ୟ ସରକାର ଚାକିରି କରିଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ପାତରଅନ୍ତର କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।…

ପ୍ରଚାର ବେଳେ ବିଜେପି ଟିଏମସି କର୍ମୀ ମୁହାଁମୁହିଁ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନକୁ ଦିନ ଏତିକି ପାଖେଇ ଆସୁଛି,ସେତିକି ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହୁଗୁଳି ଜିଲ୍ଲାରେ ପ୍ରଚାର ସମୟରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍ ପାଇଁ ଦୁଇ ସପ୍ତାହରୁ କମ୍…

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ୍‌ ବାଇକ୍ !

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡିର ଯୁଗ। ରାଜଧାନୀ ଦିଲ୍ଲୀରେ ଦୁଇଚକିଆ ପେଟ୍ରୋଲ ଯାନ ଉପରେ ରୋକ୍ ଲାଗିବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜୀକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି। ପରିବହନ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି।…